ପ୍ରେମ ପାଇଁ ମହାଭାରତ

୨୦୧୯ର ଓଡ଼ିଆ କଥାଚିତ୍ର

ପ୍ରେମ ପାଇଁ ମହାଭାରତ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦୀପ କିଶୋର ଆଚାର୍ଯ୍ୟ ।[୧] ଛବିତା ମାର୍ଥା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା ।[୩][୪][୫]

ପ୍ରେମ ପାଇଁ ମହାଭାରତ
ନିର୍ଦ୍ଦେଶକନିରଞ୍ଜନ ବେହେରା
ପ୍ରଯୋଜକପ୍ରଦୀପ କିଶୋର ଆଚାର୍ଯ୍ୟ
କାହାଣୀଛବିତା ମାର୍ଥା
କଳାକାରସମ୍ବିତ ଆଚାର୍ଯ୍ୟ
ରିୟା ଦେ
ଶ୍ରୀତମ ଦାସ
ମିହିର ଦାସ
ବବି ମିଶ୍ର
ପିଣ୍ଟୁ ନନ୍ଦ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୮ ଫେବ୍ରୁଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ରିୟା ଦେ ।[୬][୭][୧] ଶ୍ରୀତମ ଦାସ, ମିହିର ଦାସ, ବବି ମିଶ୍ର, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ, ପୁପିନ୍ଦର ସିଂହ, ବିଜୁ ବଡ଼ଜେନା, ପ୍ରିୟଙ୍କା, ପ୍ରତିଭା, ବାବୁଲି, ଦେବୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨][୮]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧୪][୨]

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ "ସାବାସ୍ ସମ୍ବିତ". ସମାଜ (ରବିବାର). 10 June 2018. Retrieved 10 June 2018.[permanent dead link]
  2. ୨.୦ ୨.୧ ୨.୨ "ପ୍ରେମ ପାଇଁ". ସମାଜ (ରବିବାର) (in Odia). 26 August 2018. Archived from the original on 1 September 2018. Retrieved 1 September 2018.{{cite news}}: CS1 maint: unrecognized language (link)
  3. "ନିର୍ଦ୍ଦେଶନାରେ ନିରଞ୍ଜନ". ସମାଜ (ରବିବାର). 22 July 2018. Retrieved 28 July 2018.[permanent dead link]
  4. "ପ୍ରେମ ପାଇଁ ମହାଭାରତ". ସମାଜ (ରବିବାର) (in ଭୁବନେଶ୍ୱର). ଓଡ଼ିଶା. 3 February 2019. p. 8. Archived from the original on 8 February 2019. Retrieved 8 February 2019.{{cite news}}: CS1 maint: unrecognized language (link)
  5. "ଏବର୍ଷ ଏହି ନାୟକଙ୍କ ସହ ଏକାଧିକ ଫିଲ୍ମରେ ନଜର ଆସିବେ ରୀୟା". ସମ୍ବାଦ. ଭୁବନେଶ୍ୱର: sambad.in. 31 January 2021. Archived from the original on 24 October 2022. Retrieved 24 October 2022.
  6. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018. {{cite news}}: no-break space character in |title= at position 8 (help)CS1 maint: unrecognized language (link)
  7. "ଏହି ଓଲିଉଡ ଯୋଡିଙ୍କ 'ପ୍ରେମ ପାଇଁ ମହାଭାରତ'". sambad.in. 16 May 2018. Retrieved 6 June 2018.
  8. "'ଇସ୍କ'ର କାହାଣୀ". ସମାଜ (ରବିବାର) (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.{{cite news}}: CS1 maint: unrecognized language (link)
  9. "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
  10. "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 14 September 2018. Retrieved 10 September 2018.
  11. "ହାସ୍ୟରସ ପରିବେଷଣ କରିବେ ଶ୍ରୀତମ୍‌ ଦାସ , ଜାଣନ୍ତୁ କିପରି". sambad.in. 17 May 2018. Retrieved 6 June 2018.
  12. "'ବାଜି' ମାରିନେଇଥିଲେ ଶ୍ରୀତମ୍‌ | Sambad". Sambad. 28 November 2018. Archived from the original on 2 December 2018. Retrieved 2 December 2018.
  13. "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  14. "ରିୟାଙ୍କ ପାଇଁ ମହାଭାରତ". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.

ବାହାର ଆଧାର ସମ୍ପାଦନା