ପ୍ରତିଧ୍ୱନି (ଓଡ଼ିଆ କଥାଚିତ୍ର)
୧୯୮୪ର ଓଡ଼ିଆ କଥଚିତ୍ର
ପ୍ରତିଧ୍ୱନି, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବେନ୍ଦ୍ର ପଣ୍ଡା ଓ ପି. ସି. ଦାସ । ବିଷ୍ଣୁପ୍ରିୟା ଦେବୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପି. ସି. ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ପ୍ରତିଧ୍ୱନି | |
---|---|
ନିର୍ଦ୍ଦେଶକ | ପି. ସି. ଦାସ |
ପ୍ରଯୋଜକ | ପି. ସି. ଦାସ ଦେବେନ୍ଦ୍ର ପଣ୍ଡା |
ସଂଳାପ | ପି. ସି. ଦାସ |
ଚିତ୍ରନାଟ୍ୟ | ପି. ସି. ଦାସ |
କାହାଣୀ | ବିଷ୍ଣୁପ୍ରିୟା ଦେବୀ |
କଳାକାର | ଅଜିତ ଦାସ ଜୟା ବି. ସୁଜାତା ଆନନ୍ଦ ହେମନ୍ତ ଦାସ ନେତ୍ରାନନ୍ଦ ମିଶ୍ର |
ସଙ୍ଗୀତ | ଉପେନ୍ଦ୍ର କୁମାର |
ଚିତ୍ରଗ୍ରହଣ | ଦେବୀ ଦାସ |
ସମ୍ପାଦକ | ଭି. ରାଜଗୋପାଳ |
ମୁକ୍ତିଲାଭ ତାରିଖ | ୧୯୮୪ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଜିତ ଦାସ, ଜୟା ବି., ସୁଜାତା ଆନନ୍ଦ, ହେମନ୍ତ ଦାସ, ନେତ୍ରାନନ୍ଦ ମିଶ୍ର, ରାମଚନ୍ଦ୍ର ପ୍ରତିହାରୀ, ନରେନ୍ଦ୍ର ବେହେରା, ଜୟୀରାମ ସାମଲ, ସୌଦାମିନୀ, ସଚ୍ଚି ପଣ୍ଡା, ଜର୍ଜ ତିଆଡ଼ି, ଗୀତା, ନିରଞ୍ଜନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଅଜିତ ଦାସ
- ଜୟା ବି.
- ସୁଜାତା ଆନନ୍ଦ
- ହେମନ୍ତ ଦାସ
- ନେତ୍ରାନନ୍ଦ ମିଶ୍ର
- ରାମଚନ୍ଦ୍ର ପ୍ରତିହାରୀ
- ନରେନ୍ଦ୍ର କୁମାର ବେହେରା
- ଜୟୀରାମ ସାମଲ
- ସୌଦାମିନୀ
- ସଚ୍ଚି ପଣ୍ଡା
- ଜର୍ଜ ତିଆଡ଼ି
- ଗୀତା
- ନିରଞ୍ଜନ
- ମୀରା ମହାନ୍ତି
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର କୁମାର । ଶିବବ୍ରତ ଦାସ, ବିନୋଦିନୀ ଦେବୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏଚ୍. ପି. ଗୀତା, ବାଣୀ ଜୟରାମ, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାରସମ୍ପାଦନ କରନ୍ତୁ
- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରତିଧ୍ୱନି