ପାଚେରୀ ଉଠିଲା ମଝି ଦୁଆରୁ

୧୯୯୪ର ଓଡ଼ିଆ କଥାଚିତ୍ର

ପାଚେରୀ ଉଠିଲା ମଝି ଦୁଆରୁ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ସାହୁ । ଚଞ୍ଚଳା ସାହୁ, ମାନସ ସାହୁ, ପ୍ରଦୀପ ସାହୁ, ରଣଜିତ ସାହୁ, ସଞ୍ଜୟ ସାହୁ, ସଞ୍ଜୀବ ସାହୁ ଆଦି ଏହି କଥାଚିତ୍ରଟିର ସ‌ହଯୋଗୀ ପ୍ରଯୋଜକ ଥିଲେ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ପାଚେରୀ ଉଠିଲା ମଝି ଦୁଆରୁ
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକରବିନ୍ଦ୍ର ସାହୁ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବିଜୟ ଭାସ୍କର
କଳାକାରବିଜୟ ମହାନ୍ତି
ଉତ୍ତମ ମହାନ୍ତି
ଅନିତା ଦାସ
ଅଶ୍ରୁମୋଚନ ମହାନ୍ତି
ଶ୍ରୀକାନ୍ତ ଗୌତମ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣବି. ସତୀଶ
ସମ୍ପାଦକଅନୀଲ ମଲନାଡ୍
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅନିତା ଦାସ, ଅଶ୍ରୁମୋଚନ ମହାନ୍ତି, ଶ୍ରୀକାନ୍ତ ଗୌତମ, ସୁସ୍ମିତା ଦାସଗୁପ୍ତା, ଦୁଃଖିରାମ ସ୍ୱାଇଁ, ଜୟୀରାମ ସାମଲ, ବ୍ରଜ ସିଂହ, ସ୍ନିଗ୍ଧା ମହାନ୍ତି, ରାଇମୋହନ ପରିଡ଼ା, ଅଶ୍ରୁମୋଚନ ମହାନ୍ତି, ମାମିନା, କାନ୍ତ ସିଂହ, ବସନ୍ତ ସାମଲ, ଗଣେଶ, କାଶି, ବିଜନ, ଭିକାରୀ, ରବି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

କାହାଣୀ

ସମ୍ପାଦନା

ଗୀତ ଏବଂ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କରନିଜାମ, ରବିନ୍ଦ୍ର ସାହୁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କେ.ଏସ୍. ଚିତ୍ରା, ଗୀତା ଦାଶ, ମହାପ୍ରସାଦ କର, ପ୍ରଫୁଲ୍ଲ କର, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
  1. ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Archived from the original (PDF) on 14 October 2020. Retrieved 14 January 2019.
  2. "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 18 July 2018. Retrieved 14 January 2019.
  3. Sahoo, Biswajit (2023-07-07). "ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ଶ୍ରୀକାନ୍ତ ଗୌତମଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-08-29.

ବାହାର ଆଧାର

ସମ୍ପାଦନା