ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର

୧୯୯୭ର ଓଡ଼ିଆ କଥାଚିତ୍ର

ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର, ୧୯୯୭ରେ ମୁ୍କ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦୁର୍ଗା ନନ୍ଦ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକଦୁର୍ଗା ନନ୍ଦ
ଚିତ୍ରନାଟ୍ୟହର ପଟ୍ଟନାୟକ
କାହାଣୀହର ପଟ୍ଟନାୟକ
କଳାକାରରଚନା ବାନାର୍ଜୀ
ସିଦ୍ଧାନ୍ତ ମହାପାତ୍ର
ମିହିର ଦାସ
ହର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୯୭
ଦେଶ ଭାରତ
ଭାଷାଓଡ଼ିଆ


ରଚନା ବାନାର୍ଜୀ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ହର ପଟ୍ଟନାୟକ, ସୁରେଶ ବଳ, ମୋନାଲିସା କର, ଦେବୁ ବୋଷ, ନମ୍ରତା ଦାସ, ବ୍ରଜ ସିଂହ, ସରୋଜ ଦାସ, ଦେବୁ ପଟ୍ଟନାୟକ, ଚନ୍ଦନ ମିଶ୍ର, ଅଭିପ୍ସା ଦାସ, ବିନାୟକ ମିଶ୍ର, ପଞ୍ଚାନନ ପାଣିଗ୍ରାହୀ, ମନିଷା ରଥ, ପ୍ରଦ୍ୟୁମ୍ନ ଲେଙ୍କା, ନବ ଆଚାର୍ଯ୍ୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍‌". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା