ଦିଗପହଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଦିଗପହଣ୍ଡି (କ୍ରମିକ ସଂଖ୍ୟା: ୧୩୪) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଦିଗପହଣ୍ଡି (ବି), ଦିଗପହଣ୍ଡି ବ୍ଳକ ଓ କୁକୁଡ଼ାଖଣ୍ଡି ବ୍ଳକର କିଛି ଅଞ୍ଚଳ ।[][]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ବିଜୁ ଜନତା ଦଳ ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କଠାରୁ ୧୬,୮୪୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ସିଦ୍ଧାନ୍ତ ମହାପାତ୍ର (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୨,୨୨,୦୮୭
ଜିଲ୍ଲା: ଗଞ୍ଜାମ
ଲୋକସଭା ଆସନ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶୁକ ସୁଜିତ କୁମାରଙ୍କଠାରୁ ୪୫୮୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭି. ରବି ନାରାୟଣ ରାଜୁଙ୍କଠାରୁ ୩୨,୭୬୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ଦିଗପହଣ୍ଡି []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସୂର୍ଯ୍ୟନାରାୟଣ ପାତ୍ର ୬୫,୨୧୯ ୬୧.୭୫ -
କଂଗ୍ରେସ ଭି. ରବି ନାରାୟଣ ରାଜୁ ୩୨,୪୫୬ ୩୦.୭୯ -
ଭାଜପା ଶ୍ରୀଧର ଦେବ ୪,୧୧୯ ୩.୯୦ -
ସ୍ୱାଧୀନ ସକ ବାଲାଜୀ ୨,୨୮୮ ୨.୧୭ -
ସମୃଦ୍ଧ ଓଡ଼ିଶା ପ୍ରମୋଦ ସାବତ ୧,୫୪୨ ୧.୪୬ -
ଭୋଟ ବ୍ୟବଧାନ ୩୨,୭୬୩ ୩୧.୦୨* -
ମତଦାନ ହାର ୧,୦୫,୬୩୦ ୬୨.୮୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।[][]

  1. "Digapahandi Assembly Election 2009, Orissa". empoweringindia.org. Archived from the original on 22 March 2014. Retrieved 8 June 2013. Constituency: Digapahandi (134) District : Ganjam
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 32763
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf