ତୁ ଭାରି ବିୟୁଟିଫୁଲ୍
ତୁ ଭାରି ବିୟୁଟିଫୁଲ୍, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିଲା ।[୧][୨] ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫]
ତୁ ଭାରି ବିୟୁଟିଫୁଲ୍ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ସୌମ୍ୟରଞ୍ଜନ ପଟ୍ଟନାୟକ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କଳାକାର | ଜ୍ୟୋତି ରଞ୍ଜନ ନାୟକ ଲିପ୍ସା ମିଶ୍ର ଅର୍ଚ୍ଚିତା ମହାନ୍ତି |
ସଙ୍ଗୀତ | ମଳୟ ମିଶ୍ର |
ମୁକ୍ତିଲାଭ ତାରିଖ | ୩୧ ଜାନୁଆରୀ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ, ଲିପ୍ସା ମିଶ୍ର ଓ ଅର୍ଚ୍ଚିତା ମହାନ୍ତି ।[୬] କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି, ପ୍ରେମାଞ୍ଜନ ପରିଡ଼ା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକା ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଜାନୁଆରୀ ୩୧ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।[୭]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୧୩] ଗୀତିକାର ମଳୟ ମିଶ୍ର ଓ ସୁବାଷ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ହ୍ୟୁମାନ ସାଗର, ଇରା ମହାନ୍ତି, ଅସୀମା ପଣ୍ଡା, ଆଶୁତୋଷ, ଅରୋଶିଷ, ନେହା ନୀହାରିକା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ତୁ ଭାରି ବିୟୁଟିଫୁଲ୍" | ହ୍ୟୁମାନ ସାଗର, ଇରା ମହାନ୍ତି | |
2. | "ବଲମା ପ୍ୟାରେ" | ଅରୋଶିଷ, ନେହା | |
3. | "ଭାଇ ଭଉଣୀ" | ଅସୀମା ପଣ୍ଡା, ଆଶୁତୋଷ | |
4. | "ତୋ'ର ମୋର କାହାଣୀ" | ଇରା ମହାନ୍ତି | |
5. | "ଗୋଟେ ଜନ୍ମ ନୁହେଁ" | ଇରା ମହାନ୍ତି, ହ୍ୟୁମାନ ସାଗର |
ଆଧାର
ସମ୍ପାଦନା- ↑ "'ତୋ ଫ୍ୟାମିଲି, ମୋ ଫ୍ୟାମିଲି'ର ମହୁରତ | Sambad". ସମ୍ବାଦ. sambad.in. 8 January 2020. Archived from the original on 26 October 2020. Retrieved 27 December 2021.
- ↑ "ଏବର୍ଷ ଏହି ନବାଗତ/ନବାଗତାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିପାରେ | Sambad". ସମ୍ବାଦ. sambad.in. 19 January 2020. Archived from the original on 21 December 2021. Retrieved 27 December 2021.
- ↑ "ଏବେ ସକ୍ରିୟ ହେଲେଣି ଓଲିଉଡର ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ | Sambad". ସମ୍ବାଦ. sambad.in. 29 September 2019. Archived from the original on 29 September 2019. Retrieved 27 December 2021.
- ↑ "'ତୁ ଭାରି ବିଉଟିଫୁଲ୍' ଗୀତରେ ଟିକ୍ଟକ୍ ଭିଡିଓ କଲେ ମିଳିବ ଅଭିନୟ ସୁଯୋଗ | Sambad". ସମ୍ବାଦ. Bhubaneswar: sambad.in. 5 January 2020. Archived from the original on 27 December 2021. Retrieved 27 December 2021.
- ↑ "ଏ ବର୍ଷ ନିଜର ପୂର୍ବ ରେକର୍ଡ ଭାଙ୍ଗିପାରନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ | Sambad". ସମ୍ବାଦ. sambad.in. 2 February 2021. Archived from the original on 27 December 2021. Retrieved 27 December 2021.
- ↑ "ପୁଣି ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସିନେମାରେ ଲିପସା | Sambad". ସମ୍ବାଦ. sambad.in. 11 July 2020. Archived from the original on 23 November 2020. Retrieved 27 December 2021.
- ↑ ୭.୦ ୭.୧ "ଓଡ଼ିଆ ସିନେମା 'ତୁ ଭାରି ବିଉଟିଫୁଲ୍'ର ଟେଲିଭିଜନ ପ୍ରିମିୟର ଆସନ୍ତାକାଲି, କେବଳ ମଞ୍ଜରୀ ଟିଭିରେ | Sambad". ସମ୍ବାଦ. sambad.in. 30 January 2021. Archived from the original on 27 December 2021. Retrieved 27 December 2021.
- ↑ "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. sambad.in. 5 January 2020. Archived from the original on 27 December 2021. Retrieved 27 December 2021.
- ↑ "ପ୍ରଥମ ଥର ଲାଗି ଜଣେ ନୂଆ ନାୟକଙ୍କ ସହ ଆସୁଛନ୍ତି ଲିପସା | Sambad". ସମ୍ବାଦ. sambad.in. 6 September 2020. Archived from the original on 6 May 2021. Retrieved 27 December 2021.
- ↑ "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
- ↑ "ଅର୍ଚ୍ଚିତାଙ୍କୁ ମିଳିଲା ଆଉ ଏକ ସିନେମା". ନିର୍ଭୟ. 12 September 2022. p. 10. Archived from the original on 13 September 2022. Retrieved 13 September 2022.
- ↑ Dharitri (2019-11-14). "କମେଡି ମାୟା - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2021-12-27.
- ↑ "ପରଦାକୁ ଆସୁଛି 'ତୁ ଭାରି ବିଉଟିଫୁଲ', ୟୁ-ଟ୍ୟୁବ୍ରେ ପ୍ରଶଂସା ସାଉଁଟୁଛି ଗୀତ | Sambad". ସମ୍ବାଦ. sambad.in. 29 December 2019. Archived from the original on 30 December 2019. Retrieved 27 December 2021.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ଭାରି ବିୟୁଟିଫୁଲ୍