୨୩ ଡିସେମ୍ବର
ତାରିଖ
<< | ଡିସେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | |||
୫ | ୬ | ୭ | ୮ | ୯ | ୧୦ | ୧୧ |
୧୨ | ୧୩ | ୧୪ | ୧୫ | ୧୬ | ୧୭ | ୧୮ |
୧୯ | ୨୦ | ୨୧ | ୨୨ | ୨୩ | ୨୪ | ୨୫ |
୨୬ | ୨୭ | ୨୮ | ୨୯ | ୩୦ | ୩୧ | |
୨୦୨୧ |
December 23 in recent years |
୨୦୨୦ (ବୁଧବାର) |
୨୦୧୯ (ସୋମବାର) |
୨୦୧୮ (ରବିବାର) |
୨୦୧୭ (ଶନିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ବୁଧବାର) |
୨୦୧୪ (ମଙ୍ଗଳବାର) |
୨୦୧୩ (ସୋମବାର) |
୨୦୧୨ (ରବିବାର) |
୨୦୧୧ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଡିସେମ୍ବର ବର୍ଷର ୩୫୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୫୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ଆଠ ଦିନ ବାକି ଅଛି ।
ଘଟଣାବଳୀସମ୍ପାଦନ କରନ୍ତୁ
ଜନ୍ମସମ୍ପାଦନ କରନ୍ତୁ
- ୧୮୯୭- କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (ମୃତ୍ୟୁ: ୨୪ ଜୁଲାଇ, ୧୯୭୮)
- ୧୯୦୨- ଚୌଧୁରୀ ଚରଣ ସିଂହ, ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ (ମୃତ୍ୟୁ: ୨୯ ମଇ ୧୯୮୭)
- ୧୯୫୮- ଉତ୍ତମ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା
- ୧୮୬୫- ସ୍ୱାମୀ ସାରଦାନନ୍ଦ (ମୃତ୍ୟୁ: ୧୯ ଅଗଷ୍ଟ, ୧୯୨୭)
- ୧୯୭୫- ହରିହର ମହାପାତ୍ର, ଅଭିନେତା
ମୃତ୍ୟୁସମ୍ପାଦନ କରନ୍ତୁ
- ୨୦୦୪- ପି. ଭି. ନରସିଂହ ରାଓ, ଭାରତର ଭୂତପୂର୍ବ ପ୍ରଧାନ ମନ୍ତ୍ରୀ (ଜନ୍ମ: ୨୮ ଜୁନ ୧୯୨୧)
ପର୍ବପର୍ବାଣିସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୨୩ ଡିସେମ୍ବର ବାବଦରେ ମାଧ୍ୟମ ରହିଛି । |