୨୩ ଡିସେମ୍ବର
ତାରିଖ
<< | ଡିସେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | ୩୧ | ||||
୨୦୨୪ |
December 23 in recent years |
୨୦୨୪ (ସୋମବାର) |
୨୦୨୩ (ଶନିବାର) |
୨୦୨୨ (ଶୁକ୍ରବାର) |
୨୦୨୧ (ଗୁରୁବାର) |
୨୦୨୦ (ବୁଧବାର) |
୨୦୧୯ (ସୋମବାର) |
୨୦୧୮ (ରବିବାର) |
୨୦୧୭ (ଶନିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଡିସେମ୍ବର ବର୍ଷର ୩୫୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୫୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ଆଠ ଦିନ ବାକି ଅଛି ।
ଘଟଣାବଳୀ
ସମ୍ପାଦନାଜନ୍ମ
ସମ୍ପାଦନା- ୧୮୯୭- କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (ମୃତ୍ୟୁ: ୨୪ ଜୁଲାଇ, ୧୯୭୮)
- ୧୯୦୨- ଚୌଧୁରୀ ଚରଣ ସିଂହ, ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ (ମୃତ୍ୟୁ: ୨୯ ମଇ ୧୯୮୭)
- ୧୯୫୮- ଉତ୍ତମ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା
- ୧୮୬୫- ସ୍ୱାମୀ ସାରଦାନନ୍ଦ (ମୃତ୍ୟୁ: ୧୯ ଅଗଷ୍ଟ, ୧୯୨୭)
- ୧୯୭୫- ହରିହର ମହାପାତ୍ର, ଅଭିନେତା
ମୃତ୍ୟୁ
ସମ୍ପାଦନା- ୨୦୦୪- ପି. ଭି. ନରସିଂହ ରାଓ, ଭାରତର ଭୂତପୂର୍ବ ପ୍ରଧାନ ମନ୍ତ୍ରୀ (ଜନ୍ମ: ୨୮ ଜୁନ ୧୯୨୧)
ପର୍ବପର୍ବାଣି
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୨୩ ଡିସେମ୍ବର
ବାବଦରେ ମାଧ୍ୟମ ରହିଛି ।