ଗୋବର୍ଦ୍ଧନ ଦାଶ

ଓଡ଼ିଆ ରାଜନୀତିଜ୍ଞ

ଗୋବର୍ଦ୍ଧନ ଦାଶ (ଜନ୍ମ: ୧୫ ଅପ୍ରେଲ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଗୋବର୍ଦ୍ଧନ ଦାଶ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀହିମାଂଶୁ ଶେଖର ମେହେର
ପର ଅଧିକାରୀଦିବ୍ୟଶଙ୍କର ମିଶ୍ର
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-04-15) ୧୫ ଅପ୍ରେଲ ୧୯୬୫ (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସସ୍ମିତା ଦାଶ
ବାପା/ବୋଉରଘୁନାଥ ଦାଶ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଗୋବର୍ଦ୍ଧନ ଦାଶ ୧୯୬୫ ମସିହାର ଅପ୍ରେଲ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ଦାଶ ଓ ପତ୍ନୀଙ୍କ ନାମ ସସ୍ମିତା ଦାଶ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଗୋବର୍ଦ୍ଧନ ଦାଶ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Gobardhan Dash". odishaassembly.nic.in. Odisha Assembly. Retrieved 15 June 2021.