ଗୋବର୍ଦ୍ଧନ ଦାଶ
ଓଡ଼ିଆ ରାଜନୀତିଜ୍ଞ
ଗୋବର୍ଦ୍ଧନ ଦାଶ (ଜନ୍ମ: ୧୫ ଅପ୍ରେଲ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଗୋବର୍ଦ୍ଧନ ଦାଶ | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ହିମାଂଶୁ ଶେଖର ମେହେର |
ପର ଅଧିକାରୀ | ଦିବ୍ୟଶଙ୍କର ମିଶ୍ର |
ନିର୍ବାଚନ ମଣ୍ଡଳୀ | ଜୁନାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଅପ୍ରେଲ ୧୯୬୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସସ୍ମିତା ଦାଶ |
ବାପା/ବୋଉ | ରଘୁନାଥ ଦାଶ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଗୋବର୍ଦ୍ଧନ ଦାଶ ୧୯୬୫ ମସିହାର ଅପ୍ରେଲ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ଦାଶ ଓ ପତ୍ନୀଙ୍କ ନାମ ସସ୍ମିତା ଦାଶ ।[୧]
ରାଜନୈତିକ ଜୀବନ
ସମ୍ପାଦନାଗୋବର୍ଦ୍ଧନ ଦାଶ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Gobardhan Dash". odishaassembly.nic.in. Odisha Assembly. Retrieved 15 June 2021.