ମହେଶ୍ୱର ବରାଡ଼

ଓଡ଼ିଆ ରାଜନୀତିଜ୍ଞ

ମହେଶ୍ୱର ବରାଡ଼ (୬ ଡିସେମ୍ବର ୧୯୨୪ – ୪ ଜୁଲାଇ ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମହେଶ୍ୱର ବରାଡ଼
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀଉଦିତ ପ୍ରତାପ ଦେଓ
ପର ଅଧିକାରୀବିକ୍ରମ କେଶରୀ ଦେଓ
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-06-12)୧୨ ଜୁନ ୧୯୨୪
ମୃତ୍ୟୁ୪ ଜୁଲାଇ ୨୦୧୩(2013-07-04) (ବୟସ ୮୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପାର୍ବତୀ ବରାଡ଼
ବାପା/ବୋଉଅର୍ଜୁନ ବରାଡ଼ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ମହେଶ୍ୱର ବରାଡ଼ ୧୯୨୪ ମସିହାର ଡିସେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅର୍ଜୁନ ବରାଡ଼ ଓ ପତ୍ନୀଙ୍କ ନାମ ପାର୍ବତୀ ବରାଡ଼ ।[୧]

ରାଜନୈତିକ ଜୀବନ ସମ୍ପାଦନା

ମହେଶ୍ୱର ବରାଡ଼ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ମହେଶ୍ୱର ବରାଡ଼ ୨୦୧୩ ମସିହାର ଜୁଲାଇ ୪ ତାରିଖରେ ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Maheswar Barad". odishaassembly.nic.in. Odisha Assembly. Retrieved 11 June 2021.