ଜଗା ହାତରେ ପଘା (୨୦୧୫)
ଜଗା ହାତରେ ପଘା, ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର 'ତରଙ୍ଗ ସିନେ ପ୍ରଡକ୍ସନ'ର ୩ୟ ଚଳଚ୍ଚିତ୍ର ଥିଲା ।[୨] ଜାଗି ମଙ୍ଗଦ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମୂରଲି କ୍ରିଷ୍ଣା କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କଥାଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।
ଜଗା ହାତରେ ପଘା | |
---|---|
ନିର୍ଦ୍ଦେଶକ | ମୂରଲି କ୍ରିଷ୍ଣା |
ପ୍ରଯୋଜକ | ଜାଗି ମଙ୍ଗଦ ପଣ୍ଡା |
ସଂଳାପ | ନିର୍ମଳ ନାୟକ |
କଳାକାର | ଅନୁଭବ ମହାନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ ଏଲିନା ସାମନ୍ତରାୟ ବୁଦ୍ଧାଦିତ୍ୟ ମହାନ୍ତି ମହାଶ୍ୱେତା ରାୟ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ମୁକ୍ତିଲାଭ ତାରିଖ | ୧୮ ଅକ୍ଟୋବର ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୩] ଜଗା ହାତରେ ପଘା ଶୀର୍ଷକରେ ୧୯୮୫ ମସିହାରେ ଚଳଚ୍ଚିତ୍ରଟିଏ ନିର୍ମାଣ ହୋଇଥିଲା । ବୁଦ୍ଧାଦିତ୍ୟ ମହାନ୍ତି ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।[୪] ଅଭିନେତ୍ରୀ ଏଲିନା ସାମନ୍ତ ରାୟ ଏହି କଥାଚିତ୍ରଟିରେ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ ।[୫][୬][୭] ଅଜିତ ଦାସ, ମୀନକେତନ, ଅସୀତ ପତି, କାଳିଆ ପ୍ରମୁଖ କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ସୁଟିଂ ଚାଲୁଥିବା ବେଳ ଅଭିନେତ୍ରୀ ମହାଶ୍ୱେତା ରାୟ ଆହାତ ହୋଇଥିଲେ ।[୮]
ଅଭିନୟ
ସମ୍ପାଦନାଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଉଦିତ ନାରାୟଣ, ବିନୋଦ ରାଠୋର, ଇରା ମହାନ୍ତି, ତପୁ ମିଶ୍ର, ଗୁଡଲି ରଥ, ବିଶ୍ୱଜିତ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୫]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ମିଠା ମିଠା ସ୍ୱପ୍ନ" | |
2. | "ତୁ କହ୍ନେଇ ତୁ ମୋ ଜଗା" | |
3. | "ତୁ କହ୍ନେଇ ତୁ ମୋ ଜଗା(ଦୁଃଖ)" | |
4. | "କୋଉଠୁ ଆସିଲୁ ଜାଣେନା" | |
5. | "ଆଖି ମିଶେଇଲେ ହସୁଛୁ" | |
6. | "ଜଗା ହାତରେ ପଘା" | |
7. | "ତୋ ପାଇଁ କି ଦିଲ୍ଟା ମୋର" |
ଆଧାର
ସମ୍ପାଦନା- ↑ "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
- ↑ "Jaga Hatare Pagha (ଜଗା ହାତରେ ପଘା) - 2015 Odia Action Film". odiaportal. Retrieved 10 September 2016.
- ↑ "JAGA HATARE PAGHA ODIA MOVIE OF ANUBHAV, JHILIK, ELINA, TARANG". Incredible Orissa. 15 October 2015. Retrieved 10 September 2016.
- ↑ "ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ 'ଜଗା ହାତରେ ପଘା'ର ସୁଟିଂ ଆଗେଇ ଚାଲିଛି". Odisha Reporter. 9 September 2015. Retrieved 10 September 2016.
- ↑ "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
- ↑ "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
- ↑ "'ଜଗା ହାତରେ ପଘା' ସୁଟିଂ ବେଳେ ଓଡ଼ିଅା ଅଭିନେତ୍ରୀ ମହେଶ୍ୱେତା ରାୟ ଅାହତ". Dailyhunt. 4 October 2015. Retrieved 10 September 2016.
- ↑ "ଗୋଟିଏ ସିନେମାରେ ଏକାଠି ଆସିଛନ୍ତି ଝିଲିକ୍ ଓ ଏଲିନା". sambad.in. 18 April 2018. Retrieved 6 June 2018.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍". Sambad.in. 25 October 2017. Retrieved 26 October 2017.
- ↑ "ଏହି ବ୍ୟାନର୍ରୁ ବାଦ୍ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
- ↑ "ଓଲିଉଡକୁ ଫେରିଲେ ଏହି ଲୋକପ୍ରିୟ ନାୟକ | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
- ↑ "ରିଲିଜ ହେଲା 'ଜଗା ହାତରେ ପଘା'ର ଅଡିଓ". Odisha Reporter. 29 September 2015. Retrieved 10 September 2016.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଜଗା ହାତରେ ପଘା