ରାମଚନ୍ଦ୍ର ପଣ୍ଡା
ଓଡ଼ିଆ ରାଜନୀତିଜ୍ଞ
ରାମଚନ୍ଦ୍ର ପଣ୍ଡା (ଜନ୍ମ: ୧୬ ଜୁନ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରାମଚନ୍ଦ୍ର ପଣ୍ଡା | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ଦୈତାରୀ ବେହେରା |
ପର ଅଧିକାରୀ | ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ |
ନିର୍ବାଚନ ମଣ୍ଡଳୀ | ଛତ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଜୁନ ୧୯୪୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସୁଷମା ପଣ୍ଡା |
ବାପା/ବୋଉ | ଗୋବିନ୍ଦ ପଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ ପରିବାର ଓ ଶିକ୍ଷା
ସମ୍ପାଦନାରାମଚନ୍ଦ୍ର ପଣ୍ଡା ୧୯୪୯ ମସିହାର ଜୁନ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ପଣ୍ଡା ଓ ପତ୍ନୀଙ୍କ ନାମ ସୁଷମା ପଣ୍ଡା ।[୧]
ରାଜନୈତିକ ଜୀବନ
ସମ୍ପାଦନାରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟ କରୁଥିଲେ ଏବଂ ୨୦୧୭ ମସିହାରେ ବିଜେଡିରେ ଯୋଗ ଦେଇଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଚନ୍ତି ।[୧] ରାମଚନ୍ଦ୍ର ନବୀନ ପଟ୍ଟନାୟକଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Rama Chandra Panda". odishaassembly.nic.in. Odisha Assembly. Retrieved 14 December 2020.
- ↑ ୨.୦ ୨.୧ "ବିଜେଡିରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା". Kanak News. kanaknews.com. 12 January 2017. Archived from the original on 14 December 2020. Retrieved 14 December 2020.