ପର୍ଶୁରାମ ପଣ୍ଡା

ଓଡ଼ିଆ ରାଜନୀତିଜ୍ଞ

ପର୍ଶୁରାମ ପଣ୍ଡା (୧୬ ଜୁନ ୧୯୩୪ - ୫ ଜାନୁଆରୀ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପର୍ଶୁରାମ ପଣ୍ଡା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଅଶୋକ କୁମାର ଚୌଧୁରୀ
ପର ଅଧିକାରୀଦୈତାରୀ ବେହେରା
ନିର୍ବାଚନ ମଣ୍ଡଳୀଛତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-06-16)୧୬ ଜୁନ ୧୯୩୪
ମୃତ୍ୟୁ୫ ଜାନୁଆରୀ ୨୦୧୯(2019-01-05) (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀପଦ୍ମାବତୀ ପଣ୍ଡା
ବାପା/ବୋଉଗୋପବନ୍ଧୁ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା ସମ୍ପାଦନା

ପର୍ଶୁରାମ ପଣ୍ଡା ୧୯୩୪ ମସିହାର ଜୁନ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପବନ୍ଧୁ ପଣ୍ଡା ଓ ପତ୍ନୀଙ୍କ ନାମ ପଦ୍ମାବତୀ ପଣ୍ଡା ।[୧]

ରାଜନୈତିକ ଜୀବନ ସମ୍ପାଦନା

ପର୍ଶୁରାମ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ପର୍ଶୁରାମ ୧୯୭୭ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ସେ ଚିକଳଖଣ୍ଡିର ସରପଞ୍ଚ ଭାବରେ ପ୍ରଥମ ନିର୍ବାଚନ ଜିତିଥିଲେ ।[୨]

ମୃତ୍ୟୁ ସମ୍ପାଦନା

ପର୍ଶୁରାମ ୨୦୧୯ ମସିହାର ଜାନୁଆରୀ ୫ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Parsuram Panda". odishaassembly.nic.in. Odisha Assembly. Retrieved 13 December 2020.
  2. ୨.୦ ୨.୧ "Former Chhatrapur MLA Parshuram Panda dead - OrissaPOST". OrissaPOST. 6 January 2019. Archived from the original on 13 December 2020. Retrieved 13 December 2020.