ଜଗନ୍ନାଥ ପତି

ଓଡ଼ିଆ ରାଜନୀତିଜ୍ଞ

ଜଗନ୍ନାଥ ପତି (୧୫ ଜୁନ ୧୯୩୩ - ୧୫ ଅପ୍ରେଲ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜଗନ୍ନାଥ ପତି
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀସଚ୍ଚିଦାନନ୍ଦ ଦେଓ
ପର ଅଧିକାରୀଚିନ୍ତାମଣି ଦ୍ୟାନ ସାମନ୍ତରା
ନିର୍ବାଚନ ମଣ୍ଡଳୀଚିକିଟି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1933-06-15)୧୫ ଜୁନ ୧୯୩୩
ମୃତ୍ୟୁ୧୫ ଅପ୍ରେଲ ୨୦୦୨(2002-04-15) (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀମହାଲକ୍ଷ୍ମୀ ପତି
ବାପା/ବୋଉଲକ୍ଷ୍ମଣ ପତି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଜଗନ୍ନାଥ ପତି ୧୯୩୩ ମସିହାର ଜୁନ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମଣ ପତି ଓ ପତ୍ନୀଙ୍କ ନାମ ମହାଲକ୍ଷ୍ମୀ ପତି ।[୧]

ରାଜନୈତିକ ଜୀବନ ସମ୍ପାଦନା

ଜଗନ୍ନାଥ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଜଗନ୍ନାଥ ୨୦୦୨ ମସିହାର ଅପ୍ରେଲ ୧୫ ତାରିଖରେ ୬୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Jagannath Pati". odishaassembly.nic.in. Odisha Assembly. Retrieved 10 February 2021.