ଗଦାଧର ପୁଟୀ
ଓଡ଼ିଆ କଥାଚିତ୍ର ସମ୍ପାଦକ ଓ ନିର୍ଦ୍ଦେଶକ
ଗଦାଧର ପୁଟୀ ଜଣେ ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ସମ୍ପାଦକ ଓ ନିର୍ଦ୍ଦେଶକ ।
ଗଦାଧର ପୁଟୀ | |
---|---|
20°20′6.18″N 85°48′33.49″E / 20.3350500°N 85.8093028°E | |
ଜାତୀୟତା | ଭାରତୀୟ |
ଶିକ୍ଷା | ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା |
ଓଡ଼ିଶା ସରକାର | |
ପ୍ରସିଦ୍ଧି | ସିନେମା ନିର୍ଦ୍ଦେଶନା |
ବୈବାହିକ-ସାଥୀ | ପଦ୍ମିନୀ ପୁଟୀ |
ସନ୍ତାନ | ପୀୟୂଷ ପୁଟୀ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଗଦାଧର ଓଡ଼ିଶାର ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ । ବାଙ୍ଗିରିପୋଷି ଓ ବାରିପଦାରୁ ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପିଲାଦିନରୁ ସେ ସିନେମା ପ୍ରତି ଆଗ୍ରହୀ ଥିଲେ । ସ୍କୁଲରେ ପଢ଼ିବା ସମୟରେ ଦେଖିଥିବା ସାଧନା ଓ ମଲାଜହ୍ନ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ୧୯୮୨ ମସିହାରେ ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ସେ ଦୂରଦର୍ଶନ କେନ୍ଦ୍ରରେ ଚାକିରୀ କରୁଥିଲେ ।[୧]
କଥାଚିତ୍ର ଜୀବନ
ସମ୍ପାଦନାକଥାଚିତ୍ର | ମୁକ୍ତିଲାଭ ବର୍ଷ | ଭୂମିକା |
---|---|---|
ପୂଜା ପାଇଁ ଫୁଲଟିଏ | ୨୦୦୭ | ନିର୍ଦ୍ଦେଶକ, ସମ୍ପାଦକ, ଲେଖକ, କାହାଣୀ |
ଅ ଆକାରେ ଆ | ୨୦୦୩ | ସମ୍ପାଦକ |
ଶୂନ୍ୟସ୍ୱରୂପ | ୧୯୯୭ | ସମ୍ପାଦକ |
ଅନ୍ଧ ଦିଗନ୍ତ | ୧୯୯୦ | ସମ୍ପାଦକ |
ନିଷିଦ୍ଧ ସ୍ୱପ୍ନ | ୧୯୮୮ | ସମ୍ପାଦକ |
ଆଶାର ଆକାଶ | ୧୯୮୩ | ନିର୍ଦ୍ଦେଶକ |
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ରାଷ୍ଟ୍ରପତି ପୁରସ୍କାର (ପୂଜା ପାଇଁ ଫୁଲଟିଏ, ୨୦୦୭) [୨][୩]
ଆଧାର
ସମ୍ପାଦନା- ↑ "ପହିଲି ପୁଲକ". No. ରବିବାର ସମ୍ବାଦ ୧୮ ଡିସେମ୍ବର ୨୦୨୨ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 19 December 2022. Retrieved 19 December 2022.
- ↑ Little stars stand up for child rights
- ↑ Much more than just a child actor - Ollywood sensation Akankhya is a chess champion & brilliant student
ବାହାର ଲିଙ୍କ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗଦାଧର ପୁଟୀ
- Facts & Figure about National Award for Odia Film[permanent dead link]