ଗଦାଧର ପୁଟୀ

ଓଡ଼ିଆ କଥାଚିତ୍ର ସମ୍ପାଦକ ଓ ନିର୍ଦ୍ଦେଶକ

ଗଦାଧର ପୁଟୀ ଜଣେ ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ସମ୍ପାଦକ ଓ ନିର୍ଦ୍ଦେଶକ ।

ଗଦାଧର ପୁଟୀ
Gadadhar Puty Odia film director1.jpg
ସମାଧି  ସ୍ଥଳ20°20′6.18″N 85°48′33.49″E / 20.3350500°N 85.8093028°E / 20.3350500; 85.8093028
ଭୁବନେଶ୍ୱର, ଓଡ଼ିଶା
ଜାତୀୟତା ଭାରତୀୟ
ଶିକ୍ଷାଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା
ସଙ୍ଗଠନଓଡ଼ିଶା ସରକାର
ପ୍ରସିଦ୍ଧିସିନେମା ନିର୍ଦ୍ଦେଶନା
ଜୀବନସାଥିପଦ୍ମିନୀ ପୁଟୀ
ସନ୍ତାନପୀୟୂଷ ପୁଟୀ
ଗଦାଧର ପୁଟୀ

ସଂକ୍ଷିପ୍ତ ଜୀବନୀସମ୍ପାଦନ କରନ୍ତୁ

ଗଦାଧର ଓଡ଼ିଶାର ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ । ବାଙ୍ଗିରିପୋଷିବାରିପଦାରୁ ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପିଲାଦିନରୁ ସେ ସିନେମା ପ୍ରତି ଆଗ୍ରହୀ ଥିଲେ । ସ୍କୁଲରେ ପଢ଼ିବା ସମୟରେ ଦେଖିଥିବା ସାଧନାମଲାଜହ୍ନ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ୧୯୮୨ ମସିହାରେ ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ସେ ଦୂରଦର୍ଶନ କେନ୍ଦ୍ରରେ ଚାକିରୀ କରୁଥିଲେ ।[୧]

କଥାଚିତ୍ର ଜୀବନସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ଭୂମିକା
ପୂଜା ପାଇଁ ଫୁଲଟିଏ ୨୦୦୭ ନିର୍ଦ୍ଦେଶକ, ସମ୍ପାଦକ, ଲେଖକ, କାହାଣୀ
ଅ ଆକାରେ ଆ ୨୦୦୩ ସମ୍ପାଦକ
ଶୂନ୍ୟସ୍ୱରୂପ ୧୯୯୭ ସମ୍ପାଦକ
ଅନ୍ଧ ଦିଗନ୍ତ ୧୯୯୦ ସମ୍ପାଦକ
ନିଷିଦ୍ଧ ସ୍ୱପ୍ନ ୧୯୮୮ ସମ୍ପାଦକ
ଆଶାର ଆକାଶ ୧୯୮୩ ନିର୍ଦ୍ଦେଶକ

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "ପହିଲି ପୁଲକ". No. ରବିବାର ସମ୍ବାଦ ୧୮ ଡିସେମ୍ବର ୨୦୨୨ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 19 December 2022. Retrieved 19 December 2022.
  2. Little stars stand up for child rights
  3. Much more than just a child actor - Ollywood sensation Akankhya is a chess champion & brilliant student

ବାହାର ଲିଙ୍କସମ୍ପାଦନ କରନ୍ତୁ