ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା
ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ | |
---|---|
ପ୍ରତିଷ୍ଠା | ୧୯୬୦ |
ପ୍ରକାର | କଥଚିତ୍ର ବିଦ୍ୟାଳୟ |
ନିର୍ଦ୍ଦେଶକ | ଧର୍ମେନ୍ଦ୍ର ଜୟ ନାରାୟଣ |
ଅବସ୍ଥାନ | ପୁନେ, ଭାରତ |
ଅନୁବନ୍ଧନ | CILECT |
ୱେବସାଇଟ | http://www.ftiindia.com |
ପୁରୁଣା ଓଡ଼ିଆ ଛାତ୍ରସମ୍ପାଦନ କରନ୍ତୁ
ଏଠାରେ ପ୍ରଶିକ୍ଷଣ ଅନୁଷ୍ଠାନର କେତେକ ପୁରୁଣା ଓଡ଼ିଆ ଛାତ୍ର ହେଲେ: ସାଧୁ ମେହେର, ଅପୂର୍ବ କିଶୋର ବୀର, ସୁରେନ୍ଦ୍ର ସାହୁ, ଜୟକୃଷ୍ଣ ପାତ୍ର, ସାଗୀର ଅହମଦ, ନିରଦ ମହାପାତ୍ର, ମନମୋହନ ମହାପାତ୍ର, ରବି ପଟ୍ଟନାୟକ [୧] ଓ ରାଜୁ ମିଶ୍ର
ଆଧାରସମ୍ପାଦନ କରନ୍ତୁ
- ↑ Gour, Santosh. "::DIRECTORATE OF FILM FESTIVALS::". dff.nic.in. Retrieved 16 January 2013.
Sadhu Meher (63-66), A.k.Bir (66-69), Surendra Sahoo and Jai Krushna Patra (67-70), Sagir Ahmed (68), Nirad Mahapatra (68-71), Ravi Patnaik (69-72) passed through portals of FTII a
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
ବାବଦରେ ମାଧ୍ୟମ ରହିଛି ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |