ଗୁରୁପ୍ରସାଦ

ଭାରତୀୟ ଅଭିନେତା, କଥାଚିତ୍ର ନିର୍ଦ୍ଦେଶକ

ଗୁରୁପ୍ରସାଦ ରାମଚନ୍ଦ୍ର ଶର୍ମା (ମଞ୍ଚନାମ ଗୁରୁପ୍ରସାଦ) ଜଣେ ଭାରତୀୟ ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଓ ମୁଖ୍ୟତଃ କନ୍ନଡ଼ କଥାଚିତ୍ର ଜଗତରେ କାମ କରନ୍ତି । ୨୦୦୬ ମସିହାରେ ମାତା ଜରିଆରେ ସେ ଜଣେ ନିର୍ଦ୍ଦେଶକ ଭାବରେ କନ୍ନଡ଼ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରଟି ସଫଳତା ପାଇବା ପରେ ସେ ତାଙ୍କର ୨ୟ କଥାଚିତ୍ର ଏଡ୍ଡେଲୁ ମଞ୍ଜୁନାଥର ନିର୍ମାଣ କରିଥିଲେ ।[୧] ପରଦାରେ ଜଣେ ବାସ୍ତବବାଦୀ ଅଭିନେତା ଭାବରେ ମଧ୍ୟ ସେ ଜଣାଶୁଣା ।[୨]

ଗୁରୁପ୍ରସାଦ‌
ଜନ୍ମ
ଗୁରୁପ୍ରସାଦ‌ ରାମଚନ୍ଦ୍ର ଶର୍ମା

(1972-11-02) ୨ ନଭେମ୍ବର ୧୯୭୨ (ବୟସ ୫୧)
କନକପୁରା, ବାଙ୍ଗାଲୋର, କର୍ଣ୍ଣାଟକ, ଭାରତ
ବୃତ୍ତି(ସମୂହ)କଥାଚିତ୍ର ନିର୍ଦ୍ଦେଶକ, ଲେଖକ, ପ୍ରଯୋଜକ, ଅଭିନେତା
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ

ଅଭିନୟ ଜୀବନ ସମ୍ପାଦନା

ନିର୍ଦ୍ଦେଶିତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭାଷା ମନ୍ତବ୍ୟ ଆଧାର
୨୦୦୬ ମାତା କନ୍ନଡ଼ ନିର୍ଦ୍ଦେଶନା ଆରମ୍ଭ
୨୦୦୯ ଏଡ୍ଡେଲୁ ମଞ୍ଜୁନାଥ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁତସ୍କାର ଉତ୍ସବରେ ଶ୍ରେଷ୍ଠ ଚିତ୍ରନାଟ୍ୟ ସମ୍ମାନ
୨୦୧୩ ଡିରେକ୍ଟରସ୍ ସ୍ପେଶାଲ୍
୨୦୧୭ ଇରାଡାନେ ସାଲା
୨୦୧୮ ଆଡେମା [୩]
୨୦୨୦ ରଙ୍ଗନାୟକ

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା
୨୦୦୬ ମାତା
୨୦୦୯ ଏଡ୍ଡେଲୁ ମଞ୍ଜୁନାଥ ପୋଲିସ ଅଧିକାରୀ
୨୦୧୦ ମିଲାରି
୨୦୧୧ କାଲ୍ ମଞ୍ଜା
ହୁଦୁଗରୁ ଓକିଲ
୨୦୧୩ ଡିରେକ୍ଟରସ୍ ସ୍ପେଶାଲ୍ ନିର୍ଦ୍ଦେଶକ
୨୦୧୩ ହ୍ୱିସିଲ୍
୨୦୧୪ କରୋଡ଼ପତି
୨୦୧୬ ଜିଗର୍ଥାନ୍ଦ
୨୦୧୮ ଅନନ୍ତୁ ଭର୍ସେସ୍ ନୁସ୍‌ରତ୍
୨୦୨୦ କୁଶକା ଗ୍ୟାଙ୍ଗଷ୍ଟାର୍
୨୦୨୧ ବାଦବା ରାସ୍କେଲ୍ ପୂଜାରୀ
୨୦୨୨ ବଡି ଗଡ୍ ପୁଟ୍ଟନ୍ନା

ସଂଳାପକାର ଭାବରେ ସମ୍ପାଦନା

ବର୍ଷ କଥାଚିତ୍ର ଭାଷା ମନ୍ତବ୍ୟ
୨୦୧୧ ହୁଦୁଗରୁ କନ୍ନଡ଼
୨୦୧୩ ହ୍ୱିସିଲ୍
୨୦୧୪ ସୁପର୍ ରଙ୍ଗା

ଦୂରଦର୍ଶନ ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୧୪ ଥାକା ଧିମି ଥା ଡ୍ୟାନ୍ସିଂ ଷ୍ଟାର୍ ବିଚାରପତି ଇଟିଭି କନ୍ନଡ଼
ବିଗ୍ ବସ୍ କନ୍ନଡ ୨ ପ୍ରତିଯୋଗୀ ଷ୍ଟାର୍ ସୁବର୍ଣ୍ଣା [୪][୫][୬]
୨୦୧୫ ପୁଟାନି ପନ୍ତ୍ରୁ ସିଜିନ୍ ୨ ବିଚାରପତି
୨୦୧୬ ଡ୍ୟାନ୍ସ କର୍ଣ୍ଣାଟକ ଡ୍ୟାନ୍ସ ବିଚାରପତି ଜୀ କନ୍ନଡ଼
୨୦୧୭-୨୦୧୮ ବର୍ଜାରୀ କମେଡ଼ି ବିଚାରପତି ଷ୍ଟାର୍ ସୁବର୍ଣ୍ଣା [୭]

ଆଧାର ସମ୍ପାଦନା

  1. "Director Guruprasad signs his third film!". 7 May 2013. Archived from the original on 12 May 2013. Retrieved 30 May 2013.
  2. "Guruprasad relaunches directors special". www.southscope.in. Archived from the original on 5 March 2013. Retrieved 30 May 2013.
  3. "Guruprasad Adema starts, shoot in graveyard". India Glitz. Retrieved 23 December 2017.
  4. "Will Guruprasad be able to survive Bigg Boss?". Times of India. TNN. 27 July 2014. Archived from the original on 31 July 2014. Retrieved 17 September 2014.
  5. "Bigg Boss: Guruprasad protests for getting tortured". Times of India. TNN. 6 August 2014. Archived from the original on 10 August 2014. Retrieved 17 September 2014.
  6. "Neethu's fight with Guruprasad turns ugly". Times of India. TNN. 4 September 2014. Archived from the original on 8 September 2014. Retrieved 17 September 2014.
  7. "Bharjari Comedy in Suvarna". India Glitz. Retrieved 15 May 2022.

ବାହାର ଲିଙ୍କ୍ ସମ୍ପାଦନା