ବିଭିନ୍ନ କଳା କ୍ଷେତ୍ରରେ ସଫଳତା ଲାଭ କରିଥିବା ମହିଳାମାନଙ୍କ ତାଲିକା ।

ଓଡ଼ିଶା ସମ୍ପାଦନା

କ୍ରମାଙ୍କ ପ୍ରସଙ୍ଗ ବିଭାଗ
ଅଞ୍ଜଳି ଇଲା ମେନନ ତୈଳଚିତ୍ର
ଅନୁପମା ସୂଦ ଛପା କଳାକାର
ଅମ୍ରିତା ସେରଗିଲ ଚିତ୍ରକାର
ଅନାମିକା ପାରମ୍ପାରିକ କଳାକାର
ଭି ଅନାମିକା ପାରମ୍ପାରିକ କଳାକାର
ଲତିକା କାଟ୍ଟ ପ୍ରସ୍ତର ଓ ଧାତୁ ଶିଳ୍ପୀ
ଅର୍ପିତା ସିଂ ଚିତ୍ରକାର
ଭାରତୀ ଖେର୍ ଚିତ୍ରକାର, ସ୍ଥପତି
ବି ପ୍ରଭା ଚିତ୍ରକାର
୧୦ ମାୟା ବର୍ମାନ ଜଳ ଚିତ୍ରକାର
୧୧ ଦୟାନିତା ସିଂ ଛାୟା ଚିତ୍ରତ୍ତୋଳକ
୧୨ ଗୋଗି ସରୋଜ ପାଲ୍ ଚିତ୍ରକାର, ସ୍ଥପତି, ଛାପା କଳାକାର, ସ୍ଥପତି
୧୩ ହେମା ଉପାଧ୍ୟାୟ ଛାୟା ଚିତ୍ରତ୍ତୋଳକ, ସ୍ଥପତି
୧୪ ଇଲୁସ୍ ଆହୁଲ୍‌ୱାଲିଆ ଚିତ୍ରକାର
୧୫ କେତକୀ ପିମ୍ପଲଖାରେ ଚିତ୍ରକାର
୧୬ ନଳିନୀ ମଳାନୀ ଚିତ୍ରକାର, ସ୍ଥପତି
୧୭ ପାମେଲା ବୋର୍ଡ୍‌ସ ଛାୟା ଚିତ୍ରତ୍ତୋଳକ
୧୮ ପ୍ରତିମା ଦେବୀ (ଚିତ୍ରକାର) ଚିତ୍ରକାର
୧୯ ପ୍ରଫୁଲ୍ଲ ଦ‌ହାନୁକାର ଚିତ୍ରକାର
୨୦ ରଥିକା ରାମସ୍ୱାମୀ ବନ୍ୟଜନ୍ତୁ ଚିତ୍ରତ୍ତୋଳକ

ପୃଥିବୀ ସମ୍ପାଦନା