ପ୍ରମିଳା ପ୍ରଭା ମିଞ୍ଜ
ଭାରତୀୟ ନୌଚାଳନା ଖେଳାଳୀ
ପ୍ରମିଳା ପ୍ରଭା ମିଞ୍ଜ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଜଣେ ଡଙ୍ଗା ଚାଳନା ପ୍ରତିଯୋଗୀ । ୨୦୧୫ରେ ସେ ରାଜ୍ୟ ସରକାରଙ୍କଦ୍ୱାରା ଓଡ଼ିଶା ଆରକ୍ଷୀ ବିଭାଗରେ ସହାୟକ ନୀରିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ।[୧]
ବ୍ୟକ୍ତିଗତ ତଥ୍ୟ | |||||||||||||||
---|---|---|---|---|---|---|---|---|---|---|---|---|---|---|---|
ପୂରା ନାମ | Pramila Prava Minz | ||||||||||||||
ଜାତୀୟତା | ଭାରତ | ||||||||||||||
ଜନ୍ମ | Odisha, India | ||||||||||||||
Sport | |||||||||||||||
ଦେଶ | India | ||||||||||||||
କ୍ରୀଡ଼ା | Rowing | ||||||||||||||
Medal record
|
ସଫଳତା
ସମ୍ପାଦନା- ୨୦୧୦ ଏସୀୟ କ୍ରୀଡ଼ାରେ ପ୍ରତିମା ପୁହାଣଙ୍କ ସହ ମିଶି ଦେଶର ପ୍ରଥମ ମହିଳା ଭାବେ ପଦକ ଜିତିଥିଲେ ।
- ଗୁଆଙ୍ଗଝୋ, ଚାଇନାରେ ନଭେମ୍ବର ୧୯ ତାରିଖ ୨୦୧୦ରେ, କକ୍ସଲେସ୍ ଯୁଗଳ ପ୍ରତିଯୋଗିତାରେ, ୭ ମିନିଟ୍ ଓ ୪୭.୫୦ ସେକେଣ୍ଡ ସମୟ ନେଇ, ସେ ପ୍ରତିମା ପୁହାଣଙ୍କ ସହ ବ୍ରୋଞ୍ଜ ପଦକ ଜିତିଥିଲେ ।[୨]
ଆଧାର
ସମ୍ପାଦନା- ↑ [୧], 31 meritorious sportspersons appointed in Odisha Police
- ↑ http://www.orisports.com