ପ୍ରମିଳା ପ୍ରଭା ମିଞ୍ଜ

ଭାରତୀୟ ନୌଚାଳନା ଖେଳାଳୀ

ପ୍ରମିଳା ପ୍ରଭା ମିଞ୍ଜ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଜଣେ ଡଙ୍ଗା ଚାଳନା ପ୍ରତିଯୋଗୀ । ୨୦୧୫ରେ ସେ ରାଜ୍ୟ ସରକାରଙ୍କଦ୍ୱାରା ଓଡ଼ିଶା ଆରକ୍ଷୀ ବିଭାଗରେ ସ‌ହାୟକ ନୀରିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ।[୧]

Pramila Prava Minz
ବ୍ୟକ୍ତିଗତ ତଥ୍ୟ
ପୂରା ନାମPramila Prava Minz
ଜାତୀୟତା ଭାରତ
ଜନ୍ମOdisha, India
Sport
ଦେଶIndia
କ୍ରୀଡ଼ାRowing
Medal record
Women's rowing
Competitor for  ଭାରତ
Asian Games
Bronze 2010 Guangzhou Coxless pair

ସଫଳତା ସମ୍ପାଦନା

ଆଧାର ସମ୍ପାଦନା

  1. [୧], 31 meritorious sportspersons appointed in Odisha Police
  2. http://www.orisports.com