ଓଡ଼ିଆ ବର୍ଣ୍ଣମାଳାର ୫ମ ସ୍ୱର ବର୍ଣ୍ଣ । ଏହାର ନାମ "ହ୍ରସ୍ୱ ଉ" । ଏହାର ମାତ୍ରା "ୁ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ ଯାହା ଦେଖିବାକୁ ଅଙ୍କ "" ପରି ହୋଇଥାଏ ।

ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଉଚ୍ଚାରଣ

ସମ୍ପାଦନା

ଏହାର ଉଚ୍ଚାରଣ ସ୍ଥାନ ଓଠ ।[]

ବ୍ୟବହାର

ସମ୍ପାଦନା

ଅବ୍ୟୟ ପଦ

ସମ୍ପାଦନା
  1. ସମ୍ବୋଧନ, ଦୟା, ନିଯୋଗ, ରାଗ ଆଦି ପ୍ରକାଶ କରିବାରେ ବ୍ୟବହାର କରାଯାଇଥାଏ ।
  2. ଶିଶୁଙ୍କ ଦେହରେ କୌଣସି ଜୀବ ବା ପୋକ ଦେଖାଇ ଭୟ ଜାତ କରାଇବା ଧ୍ୱନି ।
ହଠାତ କୌଣସି ଭୟସୂଚକ ବସ୍ତୁ ଦେଖିଲେ ଏହି ଅବ୍ୟୟ ଧ୍ୱନି ବ୍ୟବହାର କରାଯାଏ । ଯଥା : 'ଓ! ଲୋ!'
  1. ଦେଖାଯାଉନଥିବା କୌଣସି ଲୋକ ଦୂରରୁ ଡାକୁଥିଲେ "ଓ ! ହଁ ମୁଁ ଯାଉଛି" ବୋଲି ଜବାବ ଦିଆଯାଇଥାଏ ।[]
  2. ବିଶେଷ୍ୟ ପରେ "ସୁକୁମାରପଣ" ସ୍ଥଳରେ ଏକବଚନାନ୍ତ "ଟି", "ଟା", "ଟିଏ", "ଟାଏ" ଆଦି ଅକାରାନ୍ତ ବ୍ୟଞ୍ଜନାନ୍ତ ଶବ୍ଦରେ କେବେ କେବେ "ଉ" କାର ଯୋଗ ହୁଏ ।
ଡହ ଡହ ହେବ ମୃଦ୍ୟୁ ଅବୟବ ଶ୍ୟାମ ଶ୍ରୀଅଙ୍ଗଟି ରୋଗୁଁ[]

ବିଶେଷଣ

ସମ୍ପାଦନା

ଦେଶଜ ଶବ୍ଦ

ସମ୍ପାଦନା

ପ୍ରତ୍ୟୟ

ସମ୍ପାଦନା

୧. ପଞ୍ଚମୀ ବିଭକ୍ତର ଚିହ୍ନ ସ୍ୱରୂପ ଆକାରନ୍ତ ବିଶେଷ୍ୟ ସଙ୍ଗେ ଯୁକ୍ତ ହୋଇଥାଏ ।

  1. ରୁ,ଠାରୁ
ଟାକିଛି ସୁଧାଂଶୁ କଳାକୁ କରିବାକୁ ପାଣିଗତ[]
  1. ଅମୁକଠାରୁ ଭୟ ପାଇବା ଅର୍ଥରେ - ଭୟର ହେତୁ
କର ନାହିଁ କି ହେ ପର ତରୁଣୀ ହରଣ[]
  1. ଅପେକ୍ଷା
ଯଥା - ରୋଗୁଁ ଅଧିକ ଅଟେ ଶୋକ ।
  1. ହେତୁରୁ ; ଯୋଗୁଁ:
ଜୋର ଲାଗି ଘେର ପଡ଼ିବ ଯେ ହେବ ଚୋରପଣ ଆଚରଣ ।[]

୨. ନିତ୍ୟ ବର୍ତ୍ତମାନ କାଳ ଓ ଅନୁଜ୍ଞାରେ କ୍ରିୟାର ମୂଳ ସହିତ ଯୁକ୍ତ ପ୍ରତ୍ୟୟ ।

ଆମ୍ଭେ କରୁ (କରୁଁ)
ଆମ୍ଭେମାନେ କରୁ (କରୁଁ)
ତୁ କରୁ
ସେ କରୁ

୩. ଅସମାପିକା କ୍ରିଯା ଅର୍ଥରେ: କ୍ରିୟାର ମୂଳ ସଙ୍ଗେ ଯୁକ୍ତ ହୋଇ ଦୁଇଥର ବ୍ୟବହାର ହେଲେ, କ୍ରିୟାର ଅସମାପ୍ତି ବୁଝାଏ ।

ଯଥା - କରୁ କରୁ, ଖାଉ ଖାଉ

କମ୍ପ୍ୟୁଟର କୋଡ଼

ସମ୍ପାଦନା

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B09 ଓ "ଈକାର" (" ୀ ")ର କୋଡ଼ ହେଲା : 0B41[]