ଫାଇଲ:Odia alphabet ସ୍ୱର ବର୍ଣ୍ଣ.svg
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ସ୍ୱର ବର୍ଣ୍ଣ ସମ୍ପାଦନା

ବ୍ୟଞ୍ଜନ ବର୍ଣ୍ଣର ବିନା ସାହାଯ୍ୟରେ ଉଚ୍ଚାରିତ ହେଉଥିବା ୧୪ଗୋଟି ବର୍ଣ୍ଣକୁ (, , , , , , , , , , , , , ) ସ୍ୱରବର୍ଣ୍ଣ କୁହାଯାଏ [୧] |

ଓଡ଼ିଆ ସ୍ୱରବର୍ଣ୍ଣମାନେ 'ହ୍ରସ୍ୱ' ଓ 'ଦୀର୍ଘ', ଏହି ଦୁଇ ଶ୍ରେଣୀରେ ବିଭକ୍ତ | ଏହାଛଡ଼ା ବୈଦିକ ଉଚ୍ଚାରଣରେ ସ୍ୱରମାନଙ୍କ ‘ପ୍ଳୁତ’ ଉଚ୍ଚାରଣ ନିର୍ଦ୍ଦିଷ୍ଟ ଅଛି |

ହ୍ରସ୍ୱସ୍ୱର ସମ୍ପାଦନା

ଯେଉଁ ବର୍ଣ୍ଣମାନଙ୍କୁ ଉଚ୍ଚାରଣ କରିବାକୁ ଏକମାତ୍ରା ସମୟ ଲାଗେ ସେମାନଙ୍କୁ ହ୍ରସ୍ୱସ୍ୱର କୁହାଯାଏ |

ଦୀର୍ଘସ୍ୱର ସମ୍ପାଦନା

ଯେଉଁ ବର୍ଣ୍ଣମାନଙ୍କୁ ଉଚ୍ଚାରଣ କରିବାକୁ ଦ୍ୱିମାତ୍ରା ସମୟ ଲାଗେ ସେମାନଙ୍କୁ ଦୀର୍ଘସ୍ୱର କୁହାଯାଏ |

ପ୍ଳୁତସ୍ୱର ସମ୍ପାଦନା

ଯେଉଁ ବର୍ଣ୍ଣମାନଙ୍କୁ ଉଚ୍ଚାରଣ କରିବାକୁ ତ୍ରିମାତ୍ରା ସମୟ ଲାଗେ ସେମାନଙ୍କୁ ପ୍ଳୁତସ୍ୱର କୁହାଯାଏ |

ଆଧାର ସମ୍ପାଦନା