ଓଡ଼ିଆ ବର୍ଣ୍ଣମାଳାର ୫ମ ସ୍ୱର ବର୍ଣ୍ଣ । ଏହାର ନାମ "ଦୀର୍ଘ ଊ" । ଏହାର ମାତ୍ରା " ୂ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ ।

ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଉଚ୍ଚାରଣ ସମ୍ପାଦନା

ଏହାର ଉଚ୍ଚାରଣ ସ୍ଥାନ ଓଠ ।[୧]

ବ୍ୟବହାର ସମ୍ପାଦନା

ଦେଶଜ ଶବ୍ଦ ସମ୍ପାଦନା

ଅବ୍ୟୟ ପଦ ସମ୍ପାଦନା

  1. ଦୂରରେ ଥିବା ଲୋକର ଉତ୍ତର ଦେବା ଓ
  2. ହଠାତ ଭୟ
  3. ଆଶ୍ଚର୍ଯ୍ୟ
  4. ହଠାତ କ୍ଲେଶ
  5. ଶିଶୁଙ୍କୁ ନିଆଁ, ବିଛା ଦି ଦେଖାଇ ଭୟ ଦେଖାଇବା

ଊକାର (" ୂ ") ସମ୍ପାଦନା

ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା । ଚାହାଳିରେ ଅବଧାନ ଏହାକୁ ବ ପୁଡ଼ିଆ କହନ୍ତି ।[୧]

କମ୍ପ୍ୟୁଟର କୋଡ଼ ସମ୍ପାଦନା

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B0A ଓ "ଈକାର" (" ୀ ")ର କୋଡ଼ ହେଲା : 0B42[୨]

ଆଧାର ସମ୍ପାଦନା