ଛ
ଛ ଓଡ଼ିଆ ବର୍ଣ୍ଣମାଳାର ଏକ ବ୍ୟଞ୍ଜନ ବର୍ଣ୍ଣ । ଏହା ବ୍ୟଞ୍ଜନ ବର୍ଣ୍ଣର ୭ମ ଓ ଚ ବର୍ଗର ୨ୟ ବର୍ଣ୍ଣ ।
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ୱ | ୟ | |
ଲ | ଶ | ଷ | ସ | ହ | |
କ୍ଷ | ଡ଼ | ଢ଼ | |||
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଉଚ୍ଚାରଣ
ସମ୍ପାଦନାଏହାର ଉଚ୍ଚାରଣ ତାଳୁ ।[୧]
ଆକାର
ସମ୍ପାଦନାଏହା କରଣୀ ଆକାର ।[୧]
ଇତିହାସ ଓ ପୁରାଣ
ସମ୍ପାଦନାବ୍ୟବହାର
ସମ୍ପାଦନାଅବ୍ୟୟ ପଦ
ସମ୍ପାଦନାଏହା ଦୁଇ ଶବ୍ଦ ମଝିରେ ବା ଶବ୍ଦର ଶେଷରେ ବ୍ୟବହୃତ ହୋଇଥାଏ, କିନ୍ତୁ, ଶବ୍ଦର ଆଗରେ ବା ବାକ୍ୟ ଶେଷରେ କଦାପି ବ୍ୟବହୃତ ହୁଏ ନାହିଁ । ଓଡ଼ିଆ ଭାଷାରେ 'ଚ'ର ବ୍ୟବହାର ନାହିଁ । କେବଳ ଏବଂଚ, ପୁ୍ନଶ୍ଚ, ଅପିଚ ବରଂଚ, ତଥାଚ, କଦାଚ, ଆଦିରେ ଏହା ଅନ୍ୟ ଅବ୍ୟୟରେ ଯୁକ୍ତ ହୋଇ ନିଷ୍ପନ୍ନ ହେବା ପଦ ସ୍ୱରୂପ ଓଡ଼ିଆରେ ଏହାର ବ୍ୟବହାର ଅଛି ।[୧]
କମ୍ପ୍ୟୁଟର କୋଡ଼
ସମ୍ପାଦନାଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B1B[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ[permanent dead link]. ତୃତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୨୪୪୫ (୧୯୩୩)
- ↑ Oriya: Range 0B00-0B7FThe Unicode Standard 6.0. 1900-2001. Unicode.Inc