ବାସ୍ତବ ସଂଖ୍ୟା ସମୂହରେ ଶୁନ୍ୟ (୦) ହେଉଛି ଏକ ଯୁଗ୍ମ ସଂଖ୍ୟା ।[୧]

Odia alphabet ୦.svg
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ
ଓଡ଼ିଆ ସଂଖ୍ୟା

ଗାଣିତିକ ଧର୍ମସମ୍ପାଦନ କରନ୍ତୁ

  • ଶୁନ୍ୟଦ୍ୱାରା ଯେ କୌଣସି ସଂଖ୍ୟାକୁ ଗୁଣନ କଲେ, ଗୁଣଫଳ ସର୍ବଦା ଶୁନ୍ୟ ହୁଏ ।
  • ଶୁନ୍ୟଦ୍ୱାରା ଭାଗଫଳ ଏକ ଅସମ୍ଭବ ପ୍ରକ୍ରିୟା ।
  • ଯେ କୌଣସି ସଂଖ୍ୟାରେ ଶୁନ୍ୟ (୦) ଯୋଗ କଲେ ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ଅତଏବ ଶୁନ୍ୟ (୦)କୁ ଯୋଗାତ୍ମକ ଅଭେଦ କୁହାଯାଏ ।

ଆଧାରସମ୍ପାଦନ କରନ୍ତୁ

  1. Penner 1999, p. 34: Lemma B.2.2, The integer 0 is even and is not odd. Penner uses the mathematical symbol ∃, the existential quantifier, to state the proof: "To see that 0 is even, we must prove that k (0 = 2k), and this follows from the equality 0 = 2 ⋅ 0."

ବାହାର ତଥ୍ୟସମ୍ପାଦନ କରନ୍ତୁ

  •   Texts on Wikisource:
    • Chisholm, Hugh, ed. (1911). "Zero". Encyclopædia Britannica Eleventh Edition (11th ed.). Cambridge University Press.
    • "Zero" . Encyclopedia Americana. 1920.