ୡ
ୡ ଓଡ଼ିଆ ବର୍ଣ୍ଣମାଳାର ୧୦ମ ସ୍ୱର ବର୍ଣ୍ଣ । ଏହା "ଌ"ର ଦୀର୍ଘ ରୂପ । ଏହାର ମାତ୍ରା " ୄ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ । ଏହି ଅକ୍ଷର ବା ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ ।
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ଵ | ୟ | |
ହ | କ୍ଷ | ଶ | ଷ | ସ | |
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଉଚ୍ଚାରଣସମ୍ପାଦନ କରନ୍ତୁ
ଏହାର ଉଚ୍ଚାରଣ ସ୍ଥାନ ଦନ୍ତ । ଏହାର ଉଚ୍ଚାରଣ ଓଡ଼ିଆରେ "ଲୁ" ବା "ଲୃ" ପରି । ଏହି ଅକ୍ଷର ଥିବା ଶବ୍ଦ ଓଡ଼ିଆରେ ନାହିଁ ।[୧]
ବ୍ୟବହାରସମ୍ପାଦନ କରନ୍ତୁ
ଦେଶଜ ଶବ୍ଦସମ୍ପାଦନ କରନ୍ତୁ
ଅବ୍ୟୟ ପଦସମ୍ପାଦନ କରନ୍ତୁ
ୡକାର (" ୣ ")ସମ୍ପାଦନ କରନ୍ତୁ
ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା ।[୧]
କମ୍ପ୍ୟୁଟର କୋଡ଼ସମ୍ପାଦନ କରନ୍ତୁ
ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ " ୡ "ର କୋଡ଼ ବିନ୍ଦୁ ହେଲା U+0B61 ଓ "ୡକାର" (" ୣ ")ର କୋଡ଼ ହେଲା : U+0B63[୨]
ୡ hexadecimal code (xml/html)ସମ୍ପାଦନ କରନ୍ତୁ
- ଓଡ଼ିଆ ବର୍ଣ୍ଣମାଳା ସ୍ୱର ବର୍ଣ୍ଣ ୡ (Vocalic Ll) HTML Entity "ୡ" (decimal entity), "ୡ" (hex entity)
- Windows Key Code Alt 2913 or Alt +0B611
- Programming Source Code Encodings Python hex: u"\u0B61", Hex for C++ and Java: "\u0B61"
- UTF-8 Hexadecimal Encoding 0xE0ADA1
ୡ ମାତ୍ରା hexadecimal code (xml/html)ସମ୍ପାଦନ କରନ୍ତୁ
- ଓଡ଼ିଆ ବର୍ଣ୍ଣମାଳା ସ୍ୱର ବର୍ଣ୍ଣ ୡର ମାତ୍ରା "ୣ" (Vocalic Ll) HTML Entity "ୣ"(decimal entity), "ୣ "(hex entity)
- Windows Key Code Alt 2915 or Alt +0B631
- Programming Source Code Encoding Python hex: u"\u0B63", Hex for C++ and Java: "\u0B63"
- UTF-8 Hexadecimal Encoding 0xE0ADA3
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. ଦ୍ୱିତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୧୦୮୭ (୧୯୩୩)
- ↑ ହେକ୍ସାଡେସିମାଲ କୋଡ଼ Oriya: Range 0B00-0B7F, Oriya letter vocallic RRThe Unicode Standard 6.0. 1900-2001. Unicode.Inc
- ↑ U+0B61 (Oriya Letter Vocalic Ll) - The Unicode Character Reference
- ↑ Unicode Character U+0B63 Oriya Vowel Sign Vocalic Ll U+0B63 (Oriya Vowel Sign Vocalic Ll) - The Unicode Character Reference