ୡ
ୡ ଓଡ଼ିଆ ବର୍ଣ୍ଣମାଳାର ୧୦ମ ସ୍ୱର ବର୍ଣ୍ଣ । ଏହା "ଌ"ର ଦୀର୍ଘ ରୂପ । ଏହାର ମାତ୍ରା " " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ । ଏହି ଅକ୍ଷର ବା ମାତ୍ରା ଥିବା ଶବ୍ଦ ଓଡ଼ିଆରେ ନାହିଁ । ସଂସ୍କୃତରେ ଏମିତି କିଛି ଶବ୍ଦଗୁଡ଼ିକ ଅଛି।
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ୱ | ୟ | |
ଲ | ଶ | ଷ | ସ | ହ | |
କ୍ଷ | ଡ଼ | ଢ଼ | |||
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଉଚ୍ଚାରଣ
ସମ୍ପାଦନାଏହାର ଉଚ୍ଚାରଣ ସ୍ଥାନ ଦନ୍ତ । ଏହାର ଉଚ୍ଚାରଣ ଓଡ଼ିଆରେ "ଲୂ" ବା "ଲୄ" ପରି । ଏହି ଅକ୍ଷର ଥିବା ଶବ୍ଦ ଓଡ଼ିଆରେ ନାହିଁ ।[୧]
ବ୍ୟବହାର
ସମ୍ପାଦନାଦେଶଜ ଶବ୍ଦ
ସମ୍ପାଦନାଅବ୍ୟୟ ପଦ
ସମ୍ପାଦନାୡକାର (" ୣ ")
ସମ୍ପାଦନାବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା ।[୧]
କମ୍ପ୍ୟୁଟର କୋଡ଼
ସମ୍ପାଦନାଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ " ୡ "ର କୋଡ଼ ବିନ୍ଦୁ ହେଲା U+0B61 ଓ "ୡକାର" (" ୣ ")ର କୋଡ଼ ହେଲା : U+0B63[୨]
- ଓଡ଼ିଆ ବର୍ଣ୍ଣମାଳା ସ୍ୱର ବର୍ଣ୍ଣ ୡ (Vocalic Ll) HTML Entity "ୡ" (decimal entity), "ୡ" (hex entity)
- Windows Key Code Alt 2913 or Alt +0B611
- Programming Source Code Encodings Python hex: u"\u0B61", Hex for C++ and Java: "\u0B61"
- UTF-8 Hexadecimal Encoding 0xE0ADA1
- ଓଡ଼ିଆ ବର୍ଣ୍ଣମାଳା ସ୍ୱର ବର୍ଣ୍ଣ ୡର ମାତ୍ରା "ୣ" (Vocalic Ll) HTML Entity "ୣ"(decimal entity), "ୣ "(hex entity)
- Windows Key Code Alt 2915 or Alt +0B631
- Programming Source Code Encoding Python hex: u"\u0B63", Hex for C++ and Java: "\u0B63"
- UTF-8 Hexadecimal Encoding 0xE0ADA3
ଆଧାର
ସମ୍ପାଦନା- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ[permanent dead link]. ଦ୍ୱିତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୧୦୮୭ (୧୯୩୩)
- ↑ ହେକ୍ସାଡେସିମାଲ କୋଡ଼ Oriya: Range 0B00-0B7F, Oriya letter vocallic RRThe Unicode Standard 6.0. 1900-2001. Unicode.Inc
- ↑ "U+0B61 (Oriya Letter Vocalic Ll) - The Unicode Character Reference". Archived from the original on 2016-03-05. Retrieved 2011-08-27.
- ↑ "Unicode Character U+0B63 Oriya Vowel Sign Vocalic Ll U+0B63 (Oriya Vowel Sign Vocalic Ll) - The Unicode Character Reference". Archived from the original on 2016-03-05. Retrieved 2011-08-27.