ଅନ୍ୟାୟ ସହିବି ନାହିଁ
୧୯୮୭ର ଓଡ଼ିଆ କଥାଚିତ୍ର
ଅନ୍ୟାୟ ସହିବି ନାହିଁ, ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁରେଶ ମହାନ୍ତି ଏବଂ ଜୀତେନ୍ଦ୍ର । ରତିକାନ୍ତ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ଶର୍ମା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଅନ୍ୟାୟ ସହିବି ନାହିଁ | |
---|---|
ନିର୍ଦ୍ଦେଶକ | ଅଶୋକ ଶର୍ମା |
ପ୍ରଯୋଜକ | ସୁରେଶ ମହାନ୍ତି ଜୀତେନ୍ଦ୍ର |
ସଂଳାପ | ରତିକାନ୍ତ ମିଶ୍ର |
ଚିତ୍ରନାଟ୍ୟ | ଅଶୋକ ଶର୍ମା |
କାହାଣୀ | ଅଶୋକ ଶର୍ମା |
କଳାକାର | ଶ୍ରୀରାମ ପଣ୍ଡା ଉତ୍ତମ ମହାନ୍ତି ଦେବୁ ବୋଷ ଦେବୁ ବ୍ରହ୍ମା ମାମିନା |
ସଙ୍ଗୀତ | ବାସୁଦେବ ରଥ |
ଚିତ୍ରଗ୍ରହଣ | ଦିଲୀପ ରାୟ |
ମୁକ୍ତିଲାଭ ତାରିଖ | ୧୯୮୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି, ଦେବୁ ବୋଷ, ଦେବୁ ବ୍ରହ୍ମା, ମାମିନା, ବୀରେନ ରାଉତରାୟ, ସ୍ନେହାଜ କୁଡ଼ିଆ, ବିନାୟକ ମିଶ୍ର, ଜୀତେନ ସିଂହ, ଜୟା ବି., ରୁନୁ ପରିଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ଶ୍ରୀରାମ ପଣ୍ଡା
- ଉତ୍ତମ ମହାନ୍ତି
- ଦେବୁ ବୋଷ
- ଦେବୁ ବ୍ରହ୍ମା
- ମାମିନା
- ବୀରେନ ରାଉତରାୟ
- ସ୍ନେହାଜ କୁଡ଼ିଆ
- ବିନାୟକ ମିଶ୍ର
- ଜୀତେନ ସିଂହ
- ଜୟା ବି.
- ରୁନୁ ପରିଜା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ଶିବବ୍ରତ ଦାସ, ବନବିହାରୀ ପଣ୍ଡା, ରଘୁନାଥ ରାଉତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ, ଶବ୍ୱିର କୁମାର, ସ୍ୱାଗତିକା ରଥ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅନ୍ୟାୟ ସହିବି ନାହିଁ