ଅଗସ୍ତ୍ୟ
ଅକ୍ଷୟ ପରିଜା ପ୍ରଯୋଜନା କେ. ଏମ. କ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ଅଗସ୍ତ୍ୟ ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଏହି ସିନେମାର ମୁଖ୍ୟ ଭୂମିକାରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ଗୀତଗୁଡ଼ିକ ସୂଚାରୁରୂପେ ସଜାଇବାର ଦାୟିତ୍ୱ ନେଇଥିଲେ ପ୍ରେମ ଆନନ୍ଦ । ୨୦୧୪ ମସିହାରେ କନଡ଼ ଭାଷାରେ ନିର୍ମିତ ହୋଇଥିବା ଉଗ୍ରମ୍ ଚଳଚ୍ଚିତ୍ରର କାହାଣୀକୁ ରୂପାନ୍ତରିତ କରାଯାଇ ଏହା ତିଆରି କରାଯାଇଛି ।[୨]
ଅଗସ୍ତ୍ୟ | |
---|---|
ନିର୍ଦ୍ଦେଶକ | କେ. ଏମ. କ୍ରିଷ୍ଣା |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ସଂଳାପ | ଡଃ ନିର୍ମଳ ନାୟକ |
ମୂଳ ଆଧାର | ଉଗ୍ରମ୍ |
କଳାକାର | ଅନୁଭବ ମହାନ୍ତି, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଆକାଶ ଦାସନାୟକ, ମିହିର ଦାସ, ପ୍ରିୟଙ୍କା ପଟ୍ଟନାୟକ, ମୀନକେତନ, ସଲିଲ ମିତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆଚଳଚ୍ଚିତ୍ର ଅଗସ୍ତ୍ୟରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ[୩] :
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରରେ ସର୍ବମୋଟ ୫ଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ ।[୮] ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି । ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ, ଆଶୁତୋଷ, ପ୍ରଜ୍ଞା ଓ ଶିଶୁ କଣ୍ଠଶିଳ୍ପୀ ଆର୍ୟାନ ଗୀତଗୁଡ଼ିକୁ ଗାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି ।[୯] [୧୦]
ଗୀତ | ରଚନା | କଣ୍ଠଦାନ |
---|---|---|
ଅଗସ୍ତ୍ୟ | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର୍, ବିଷ୍ଣୁ, ଶ୍ରୀଚରଣ, ସତ୍ୟଜିତ, ସଂଗ୍ରାମ, ଆଶୁତୋଷ |
ଧୀରେ ଧୀରେ ଭଲ ପାଇଗଲି | ସୁବ୍ରତ ସ୍ୱାଇଁ | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ |
ରାମାରାମା ଏ ଝିଅଟା | ଅରୁଣ ମନ୍ତ୍ରୀ | ପ୍ରଜ୍ଞା, ଆର୍ଯ୍ୟନ, ଆଶୁତୋଷ ମହାନ୍ତି, ହ୍ୟୁମାନ ସାଗର |
ଛୋଟଛୋଟ ଏଇ ମନ ତଳେ | ସୁବ୍ରତ ସ୍ୱାଇଁ | ଅନନ୍ୟା ଶ୍ରୀତମ ନନ୍ଦ |
ଆଧାର
ସମ୍ପାଦନା- ↑ "Agastya Odia Film Of Superstar Anubhav, Jhillik And Akash Cast, Crew, Wallpapers, Songs And Videos". Retrieved 20 July 2016.
- ↑ "Agastya Odia film Original Songs,Video & Wallpapers Free Download". Archived from the original on 17 August 2016. Retrieved 20 July 2016.
- ↑ "ରଜରେ ଆସୁଛି ଅକ୍ଷୟ ପରିଜାଙ୍କ 'ଅଗସ୍ତ୍ୟ'". Archived from the original on 19 October 2020. Retrieved 20 July 2016.
- ↑ "ଏଥର ରଜରେ ନଜର ଆସିବେନି ଅନୁଭବ, ଜାଣନ୍ତୁ କାରଣ". sambad.in. 9 June 2018. Retrieved 10 June 2018.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link) - ↑ "ରିଲିଜ୍ ହେଲା 'ଅଗସ୍ତ୍ୟ'ର ଅଡିଓ". Odisha Reporters. Retrieved 20 July 2016.
- ↑ "'ଅଗସ୍ତ୍ୟା'ରମୁ୍ୟଜିକ୍ରିଲିଜ୍ : ରଜରେ ଧମାଲ୍କରିବ 'ଅଗସ୍ତ୍ୟ'". ଓଡ଼ିଶାନ୍. Retrieved 20 July 2016.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଗସ୍ତ୍ୟ