ତୋ' ପାଇଁ
ତୋ' ପାଇଁ ୨୦୦୫ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁମିତା ଧର ଏବଂ ଆଭା ପଣ୍ଡା । ଆଭା ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ସଂଳାଚ ରଚନା କରିଥିଲେ । ଅନିଲ ଦୁବେ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ତୋ' ପାଇଁ | |
---|---|
ନିର୍ଦ୍ଦେଶକ | ଅନିଲ ଦୁବେ |
ପ୍ରଯୋଜକ | ସୁମିତା ଧର ଆଭା ପଣ୍ଡା |
ସଂଳାପ | ପ୍ରଦୀପ ନନ୍ଦ |
ଚିତ୍ରନାଟ୍ୟ | ଅନିଲ ଦୁବେ |
କାହାଣୀ | ଆଭା ପଣ୍ଡା |
କଳାକାର | ସମ୍ବିତ ପିଙ୍କି ପ୍ରଧାନ ପ୍ରତ୍ୟୁଷ ନମ୍ରତା ଥାପା ବବି ମିଶ୍ର ହର ପଟ୍ଟନାୟକ ମିହିର ଦାସ ପ୍ରିୟଙ୍କା ମହାପାତ୍ର |
ସଙ୍ଗୀତ | ମନ୍ମଥ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ, ପଙ୍କି ପ୍ରଧାନ, ପ୍ରତ୍ୟୁଷ ଏବଂ ନମ୍ରତା ଥାପା[୧] । ବବି ମିଶ୍ର, ମୋହିନୀ ଶିଳାଲିପି, ହର ପଟ୍ଟନାୟକ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ସମ୍ବିତ
- ପିଙ୍କି ପ୍ରଧାନ
- ପ୍ରତ୍ୟୁଷ
- ନମ୍ରତା ଥାପା[୨][୩]
- ବବି ମିଶ୍ର
- ମୋହିନୀ ଶିଳାଲିପି
- ହର ପଟ୍ଟନାୟକ
- ମିହିର ଦାସ
- ପ୍ରିୟଙ୍କା ମହାପାତ୍ର
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ବସନ୍ତରାଜ ସାମଲ, ମନ୍ମଥ ମିଶ୍ର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଭୁ କିଶୋର, ତପୁ ମିଶ୍ର, ଶକ୍ତି ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଦିନ ସରେ ନାହିଁ" | |
2. | "ଏମେଲେ ବାବୁ" | |
3. | "123 ଲାଇଫ୍ ଇଜ୍" | |
4. | "ପ୍ରେମ ଆସେ ଦୁନିଆରେ" | |
5. | "ତୋ ଆଖିରେ ମୋ ଆଖି ଯେବେ ମିଶିଲା" | |
6. | "ପାଠ ପଢ଼ା ସଙ୍ଗେ" | |
7. | "ମନ ଆଇନାରେ କେତେ ଯେ ଚେହେରା" |
ଆଧାର
ସମ୍ପାଦନା- ↑ "ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା". sambad.in. 31 March 2018. Retrieved 2 April 2018.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତୋ' ପାଇଁ