ଝାରସୁଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନସଭା ନିର୍ବାଚନମଣ୍ଡଳୀ
(Jharsuguda Assembly constituencyରୁ ଲେଉଟି ଆସିଛି)


ଝାରସୁଗୁଡ଼ା (କ୍ରମିକ ସଂଖ୍ୟା: ୭) ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଝାରସୁଗୁଡ଼ା (ପୌ), କିରମିରା ବ୍ଳକ, ଲଇକେରା ବ୍ଳକ, କୋଲାବିରା ବ୍ଳକ ଓ ଝାରସୁଗୁଡ଼ା ବ୍ଳକର କିଛି ଅଂଶ ।

ଝାରସୁଗୁଡ଼ା
Constituency No. ୭ for the ଓଡ଼ିଶା ବିଧାନ ସଭା
ନିର୍ବାଚନ ମଣ୍ଡଳୀ ବିବରଣି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଝାରସୁଗୁଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀବରଗଡ଼
ସ୍ଥାପିତ୧୯୫୧
ମୋଟ ଭୋଟର୨,୨୪,୭୦୨
ସଂରକ୍ଷଣଅସଂରକ୍ଷିତ
ବିଧାନ ସଭା ସଭ୍ୟ
୧୭ଶ ଓଡ଼ିଶା ବିଧାନ ସଭା
ପଦସ୍ଥ
ଦଳଭାରତୀୟ ଜନତା ପାର୍ଟି
ନିର୍ବାଚିତ୨୦୨୪

ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳ ପ୍ରାର୍ଥୀ ଦୀପାଳି ଦାସଙ୍କଠାରୁ ୧,୩୩୩ ଖଣ୍ଡ ଭୋଟ ଅଧିକ ପାଇ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[୧]

୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନବ କିଶୋର ଦାସ ବିଜୁ ଜନତା ଦଳ ପ୍ରାର୍ଥୀ କିଶୋର କୁମାର ମହାନ୍ତିଙ୍କଠାରୁ ୧୧୫୬୩ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ ।[୨]

୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନବ କିଶୋର ଦାସ, ବିଜୁ ଜନତା ଦଳ ପ୍ରାର୍ଥୀ କିଶୋର କୁମାର ମହାନ୍ତିଙ୍କଠାରୁ ପ୍ରାୟ ୨୩,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୩]

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୮ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୪]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ଝାରସୁଗୁଡ଼ା [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ନବ କିଶୋର ଦାସ ୬୨,୬୬୩ ୪୯.୨୮ -
ବିଜଦ କିଶୋର କୁମାର ମହାନ୍ତି ୪୦,୧୪୭ ୩୧.୫୮ N/A
ଭାଜପା ଦୀନେଶ କୁମାର ଜୈନ ୧୫,୦୯୫ ୧୧.୮୭ N/A
ସ୍ୱାଧୀନ ବାଦଲ ବିହାରୀ ଦାଶ ୧,୬୬୪ ୧.୩୧ N/A
କୋଶଳ କ୍ରାନ୍ତି ଦଳ ପୂର୍ଣ୍ଣ ଚନ୍ଦ୍ର ନାୟକ ୧,୩୮୪ ୧.୦୯ N/A
ବସପା ବିଜୟ କୁମାର ଜାଲାନ ୧,୩୩୯ ୧.୦୫ N/A
ସ୍ୱାଧୀନ ହୀରାଲାଲ ଧୁରୁଆ ୧,୧୮୮ ୦.୯୩ N/A
ସ୍ୱାଧୀନ ପ୍ରଦୀପ କୁମାର ପଟେଲ ୯୭୭ ୦.୭୭ N/A
ସ୍ୱାଧୀନ ପଙ୍କଜ ଛତ୍ରିଆ ୬୨୨ ୦.୪୯ N/A
ସ୍ୱାଧୀନ ମିତ୍ରଭାନୁ ପଟେଲ ୬୧୭ ୦.୪୯ N/A
ସମୃଦ୍ଧ ଓଡ଼ିଶା ବନମାଳୀ କିଷାନ ୫୭୮ ୦.୪୫ N/A
ସ୍ୱାଧୀନ ରାମପ୍ରସାଦ ସାହୁ ୫୩୬ ୦.୪୨ N/A
ସ୍ୱାଧୀନ ଭୁବନେଶ୍ୱର ଗଡ଼ିଆ ୩୩୫ ୦.୨୬ N/A
ଭୋଟ ବ୍ୟବଧାନ ୨୨,୫୧୬ ୧୭.୭୧* -
ମତଦାନ ହାର ୧,୨୭,୧୫୧ ୭୨.୭୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ


  1. "Assembly Constituency 7 - Jharsuguda (Odisha)". Election Commission of India. Retrieved 21 June 2024.
  2. ୨.୦ ୨.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  3. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  4. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf