ମୁରାରି ପ୍ରସାଦ ମିଶ୍ର
ଓଡ଼ିଆ ରାଜନେତା
(ମୂରାରୀ ପ୍ରସାଦ ମିଶ୍ରରୁ ଲେଉଟି ଆସିଛି)
ମୁରାରି ପ୍ରସାଦ ମିଶ୍ର (୧ ଜାନୁଆରୀ ୧୯୨୮ - ୨୧ ମଇ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମୂରାରୀ ପ୍ରସାଦ ମିଶ୍ର | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ବିନୋଦ ବିହାରୀ ବରିହା |
ପର ଅଧିକାରୀ | ଝସକେତନ ସାହୁ |
ନିର୍ବାଚନ ମଣ୍ଡଳୀ | ଝାରସୁଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୨୮ |
ମୃତ୍ୟୁ | ୨୧ ମଇ ୨୦୦୭ | (ବୟସ ୭୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ସୁହାସିନୀ ମିଶ୍ର |
ବାପା/ବୋଉ | ନୀଳମଣି ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାମୁରାରି ପ୍ରସାଦ ମିଶ୍ର ୧୯୨୮ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳମଣି ମିଶ୍ର ଓ ପତ୍ନୀଙ୍କ ନାମ ସୁହାସିନୀ ମିଶ୍ର ।[୧]
ରାଜନୈତିକ ଜୀବନ
ସମ୍ପାଦନାମୁରାରି ପ୍ରସାଦ ମିଶ୍ର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାମୁରାରି ପ୍ରସାଦ ମିଶ୍ର ୨୦୦୭ ମସିହାର ମଇ ୨୧ ତାରିଖରେ ମୃତ୍ୟବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Murari Prasad Misra". odishaassembly.nic.in. Odisha Assembly. Retrieved 10 August 2021.