ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Dhamnagar Assembly constituencyରୁ ଲେଉଟି ଆସିଛି)
ଧାମନଗର (କ୍ରମିକ ସଂଖ୍ୟା: ୪୬) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧାମନଗର ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।[୨][୩]
ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୨,୯୪୧ |
ଜିଲ୍ଲା: | ଭଦ୍ରକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁଚରଣ ସେଠୀଙ୍କଠାରୁ ୯୧୯୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କଠାରୁ ୪,୯୪୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ଧାମନଗର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରାଜେନ୍ଦ୍ର କୁମାର ଦାସ | ୪୮,୪୨୪ | ୩୮.୭୮ | - | |
ଭାଜପା | ବିଷ୍ଣୁ ଚରଣ ସେଠୀ | ୪୩,୪୮୦ | ୩୪.୮୨ | - | |
କଂଗ୍ରେସ | ନେତ୍ରାନନ୍ଦ ମଲ୍ଲିକ | ୨୯,୮୪୪ | ୨୩.୯୦ | - | |
ସ୍ୱାଧୀନ | ଇନ୍ଦୁମତି ମଲ୍ଲିକ | ୯୪୧ | ୦.୭୫ | - | |
ବସପା | ବିଦ୍ୟାଧର ମଲ୍ଲିକ | ୯୨୯ | ୦.୭୪ | - | |
ସମୃଦ୍ଧ ଓଡ଼ିଶା | କାଳନ୍ଦି ମଲିକ | ୮୪୩ | ୦.୬୮ | - | |
ଓଡ଼ିଶା ମୁକ୍ତି ମୋର୍ଚ୍ଚା | ଦିପକ ଗୋଚ୍ଛାୟତ | ୪୧୨ | ୦.୩୩ | - | |
ଭୋଟ ବ୍ୟବଧାନ | ୪,୯୪୪ | ୩.୯୬* | - | ||
ମତଦାନ ହାର | ୧,୨୪,୯୩୦ | ୬୬.୧୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪][୯]
- ୨୦୨୪: ସୂର୍ଯ୍ୟବଂଶୀ ସୂରଜ (ବିଜେପି)
- ୨୦୨୨ (ଉପ): ସୂର୍ଯ୍ୟବଂଶୀ ସୂରଜ (ବିଜେପି)
- ୨୦୧୯: ବିଷ୍ଣୁ ଚରଣ ସେଠୀ (ଭାଜପା)
- ୨୦୧୪: ମୁକ୍ତିକାନ୍ତ ମଣ୍ଡଳ (ବିଜଦ)
- ୨୦୦୯: (୪୬): ରାଜେନ୍ଦ୍ର କୁମାର ଦାସ (ବିଜଦ)
- ୨୦୦୪: (୨୦): ମନମୋହନ ସାମଲ (ଭାଜପା)
- ୨୦୦୦: (୨୦): ମାନସ ରଞ୍ଜନ ମଲ୍ଲିକ (ସ୍ୱାଧୀନ)
- ୧୯୯୫: (୨୦): ଜଗନ୍ନାଥ ରାଉତ (କଂଗ୍ରେସ)
- ୧୯୯୦: (ଉପ): ମାନସ ରଞ୍ଜନ ମଲ୍ଲିକ (ଜନତା ଦଳ)
- ୧୯୯୦: (୨୦): ହୃଦାନନ୍ଦ ମଲ୍ଲିକ (ଜନତା ଦଳ)
- ୧୯୮୫: (୨୦): ଜଗନ୍ନାଥ ରାଉତ (କଂଗ୍ରେସ)
- ୧୯୮୦: (୨୦): ଜଗନ୍ନାଥ ରାଉତ (କଂଗ୍ରେସ-ଇ)
- ୧୯୭୭: (୨୦): ହୃଦାନନ୍ଦ ମଲ୍ଲିକ (ଜନତା)
- ୧୯୭୪: (୨୦): ହୃଦାନନ୍ଦ ମଲ୍ଲିକ (ଉତ୍କଳ କଂଗ୍ରେସ)
- ୧୯୭୧: (୧୯): ହୃଦାନନ୍ଦ ମଲ୍ଲିକ (ଉତ୍କଳ କଂଗ୍ରେସ)
- ୧୯୬୭: (୧୯): ସତ୍ୟଭାମା ଦେଇ (ଜନ କଂଗ୍ରେସ)
- ୧୯୬୧: (୧୨୦): ମୂରଲୀଧର ଜେନା (କଂଗ୍ରେସ)
- ୧୯୫୭: (୮୫): ମୂରଲୀଧର ଜେନା (କଂଗ୍ରେସ)
- ୧୯୫୧: (୫୯): ନୀଳମଣି ରାଉତରାୟ (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Dhamnagar Assembly Election 2009, Orissa". empoweringindia.org. Archived from the original on 28 February 2014. Retrieved 7 June 2013.
Constituency: Dhamnagar (46) District : Bhadrak
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
4944
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 20-Dhamnagar Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "Dhamnagar Election Results 2019: Odisha Assembly or Vidhan Sabha Chunav Result LIVE Counting, OD MLA 2019, Party Wise Winning Candidate List Online". Firstpost. Retrieved 2019-06-05.