ମୁକ୍ତିକାନ୍ତ ମଣ୍ଡଳ

ଓଡ଼ିଆ ରାଜନୀତିଜ୍ଞ

ମୁକ୍ତିକାନ୍ତ ମଣ୍ଡଳ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୪ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ, ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରି ଧାମନଗର, ଭଦ୍ରକରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ତାଙ୍କର ଧର୍ମପତ୍ନୀ, ମଞ୍ଜୁଲତା ମଣ୍ଡଳ ଭାରତର ୧୭ଶ ଲୋକ ସଭାକୁ ଭଦ୍ରକରୁ ନିର୍ବାଚିତ ହୋଇଥିଲେ ।

ମୁକ୍ତିକାନ୍ତ ମଣ୍ଡଳ
ମୁକ୍ତିକାନ୍ତ ମଣ୍ଡଳ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
ପୂର୍ବ ଅଧିକାରୀରାଜେନ୍ଦ୍ର କୁମାର ଦାସ
ପର ଅଧିକାରୀବିଷ୍ଣୁ ଚରଣ ସେଠୀ
ନିର୍ବାଚନ ମଣ୍ଡଳୀଧାମନଗର
କାର୍ଯ୍ୟକାଳ
୨୦୧୪ – ୨୦୧୯
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମଞ୍ଜୁଲତା ମଣ୍ଡଳ[୧]
ବାପା/ବୋଉଭାସ୍କର ଚନ୍ଦ୍ର ମଣ୍ଡଳ (ବାପା)
ଘରବାସୁଦେବପୁର, ଜଗନ୍ନାଥ ବିହାର, ଶାଳଦି କଲୋନୀ, ଭଦ୍ରକ, ଭଦ୍ରକ ଜିଲ୍ଲା, ପିନ: ୭୫୬୧୨୪
ବୃତ୍ତିସମାଜସେବୀ, ରାଜନୀତିଜ୍ଞ
୦୫ ଜୁନ, ୨୦୧୯ ସୁଦ୍ଧା
ଆଧାର: [୧]

ବିବାଦ ଓ ମାମଲା ସମ୍ପାଦନା

୨୦୦୨ ମସିହାରେ ହୋଇଥିବା ନିରଞ୍ଜନ ଜେନା ହତ୍ୟାକାଣ୍ଡରେ ମୁକ୍ତିକାନ୍ତଙ୍କର ହାତକୁ ନେଇ ସନ୍ଦେହ କରାଯାଇଥିଲା ।[୩] ୨୦୧୮ ଜୁନରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷ ଘୋଷିତ କରାଯାଇଥିଲା ।[୪]

ଆଧାର ସମ୍ପାଦନା

  1. Bureau, O. B. (2019-03-27). "BJD Inches Closer To Its Promise To Send 33% Women To Parliament". ODISHA BYTES (in ଆମେରିକୀୟ ଇଂରାଜୀ). Retrieved 2019-06-05.
  2. "Dhamnagar Election Results 2019: Odisha Assembly or Vidhan Sabha Chunav Result LIVE Counting, OD MLA 2019, Party Wise Winning Candidate List Online". Firstpost. Retrieved 2019-06-05.
  3. "HC rejects bail plea of BJD MLA Muktikanta Mandal". The New Indian Express. Retrieved 2019-06-05.
  4. "MLA Muktikanta Mandal, five others acquitted in murder case". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2018-06-30. Retrieved 2019-06-05.