ମୁକ୍ତିକାନ୍ତ ମଣ୍ଡଳ
ଓଡ଼ିଆ ରାଜନୀତିଜ୍ଞ
ମୁକ୍ତିକାନ୍ତ ମଣ୍ଡଳ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୪ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ, ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରି ଧାମନଗର, ଭଦ୍ରକରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ତାଙ୍କର ଧର୍ମପତ୍ନୀ, ମଞ୍ଜୁଲତା ମଣ୍ଡଳ ଭାରତର ୧୭ଶ ଲୋକ ସଭାକୁ ଭଦ୍ରକରୁ ନିର୍ବାଚିତ ହୋଇଥିଲେ ।
ମୁକ୍ତିକାନ୍ତ ମଣ୍ଡଳ | |
---|---|
ମୁକ୍ତିକାନ୍ତ ମଣ୍ଡଳ | |
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
ପୂର୍ବ ଅଧିକାରୀ | ରାଜେନ୍ଦ୍ର କୁମାର ଦାସ |
ପର ଅଧିକାରୀ | ବିଷ୍ଣୁ ଚରଣ ସେଠୀ |
ନିର୍ବାଚନ ମଣ୍ଡଳୀ | ଧାମନଗର |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମଞ୍ଜୁଲତା ମଣ୍ଡଳ[୧] |
ବାପା/ବୋଉ | ଭାସ୍କର ଚନ୍ଦ୍ର ମଣ୍ଡଳ (ବାପା) |
ଘର | ବାସୁଦେବପୁର, ଜଗନ୍ନାଥ ବିହାର, ଶାଳଦି କଲୋନୀ, ଭଦ୍ରକ, ଭଦ୍ରକ ଜିଲ୍ଲା, ପିନ: ୭୫୬୧୨୪ |
ବୃତ୍ତି | ସମାଜସେବୀ, ରାଜନୀତିଜ୍ଞ |
୦୫ ଜୁନ, ୨୦୧୯ ସୁଦ୍ଧା ଆଧାର: [୧] |
ବିବାଦ ଓ ମାମଲା
ସମ୍ପାଦନା୨୦୦୨ ମସିହାରେ ହୋଇଥିବା ନିରଞ୍ଜନ ଜେନା ହତ୍ୟାକାଣ୍ଡରେ ମୁକ୍ତିକାନ୍ତଙ୍କର ହାତକୁ ନେଇ ସନ୍ଦେହ କରାଯାଇଥିଲା ।[୩] ୨୦୧୮ ଜୁନରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷ ଘୋଷିତ କରାଯାଇଥିଲା ।[୪]
ଆଧାର
ସମ୍ପାଦନା- ↑ Bureau, O. B. (2019-03-27). "BJD Inches Closer To Its Promise To Send 33% Women To Parliament". ODISHA BYTES (in ଆମେରିକୀୟ ଇଂରାଜୀ). Retrieved 2019-06-05.
- ↑ "Dhamnagar Election Results 2019: Odisha Assembly or Vidhan Sabha Chunav Result LIVE Counting, OD MLA 2019, Party Wise Winning Candidate List Online". Firstpost. Retrieved 2019-06-05.
- ↑ "HC rejects bail plea of BJD MLA Muktikanta Mandal". The New Indian Express. Retrieved 2019-06-05.
- ↑ "MLA Muktikanta Mandal, five others acquitted in murder case". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2018-06-30. Retrieved 2019-06-05.
ଉଇକିମିଡ଼ିଆ କମନ୍ସରେ ମୁକ୍ତିକାନ୍ତ ମଣ୍ଡଳ
ବାବଦରେ ମାଧ୍ୟମ ରହିଛି ।