ଦେବଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Deogarh Assembly constituencyରୁ ଲେଉଟି ଆସିଛି)
ଦେବଗଡ଼ (କ୍ରମିକ ସଂଖ୍ୟା: ୧୯) ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଦେବଗଡ଼ (ବି), ତିଳେଇବଣି ବ୍ଳକ, ବାରକୋଟ ବ୍ଳକ ଓ ରିଆମାଳ ବ୍ଳକ।[୨][୩]
ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୨,୩୯୨ |
ଜିଲ୍ଲା: | ଦେବଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସମ୍ବଲପୁର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜୁ ଜନତା ଦଳ ପ୍ରାର୍ଥିନୀ ଅନିତା ପ୍ରଧାନଙ୍କଠାରୁ ୩୮୭୩୯ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜିବ କୁମାର ପ୍ରଧାନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିତେଶ ଗଙ୍ଗ ଦେବଙ୍କଠାରୁ ୧୦,୭୦୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ଦେବଗଡ଼ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସଞ୍ଜିବ କୁମାର ପ୍ରଧାନ | ୫୪,୨୬୬ | ୩୮.୯୯ | - | |
କଂଗ୍ରେସ | ନିତେଶ ଗଙ୍ଗ ଦେବ | ୪୩,୫୬୧ | ୩୧.୩୦ | - | |
ଭାଜପା | ସୁବାଷ ଚନ୍ଦ୍ର ପାଣିଗ୍ରାହୀ | ୩୩,୦୦୯ | ୨୩.୭୨ | - | |
ସମୃଦ୍ଧ ଓଡ଼ିଶା | ଗଙ୍ଗାଧର ବେହେରା | ୨,୧୫୮ | ୧.୫୫ | - | |
ସପା | ସୁରେଶ ବେହେରା | ୨,୦୬୫ | ୧.୪୮ | - | |
ବସପା | ବିଜୟ କୁମାର ପ୍ରଧାନ | ୧,୫୦୨ | ୧.୦୮ | - | |
କୋଶଳ କ୍ରାନ୍ତି ଦଳ | ପୁରୁଷୋତ୍ତମ ପାତ୍ର | ୧,୦୦୧ | ୦.୭୨ | - | |
ଇଣ୍ଡିଆନ ଜଷ୍ଟିସ ପାର୍ଟି | ଗଣେଶ୍ୱର ପ୍ରଧାନ | ୮୭୦ | ୦.୬୩ | - | |
କଳିଙ୍ଗ ସେନା | ଶୁଭ୍ରାଂଶୁ ଶେଖର ସାହୁ | ୭୪୯ | ୦.୫୪ | - | |
ଭୋଟ ବ୍ୟବଧାନ | ୧୦,୭୦୫ | ୭.୬୯* | - | ||
ମତଦାନ ହାର | ୧,୩୯,୨୫୭ | ୭୧.୦୮ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]
- ୨୦୨୪: ରୋମାଞ୍ଚ ରଞ୍ଜନ ବିଶ୍ୱାଳ (ବିଜେଡି)
- ୨୦୧୯: ସୁବାଷ ଚନ୍ଦ୍ର ପାଣିଗ୍ରାହୀ (ଭାଜପା)
- ୨୦୧୪: ନିତେଶ ଗଙ୍ଗଦେବ (ଭାଜପା)[୪]
- ୨୦୦୯: (୧୯): ସଞ୍ଜିବ କୁମାର ପ୍ରଧାନ (ବିଜଦ)
- ୨୦୦୪: (୧୩୪): ନିତେଶ ଗଙ୍ଗ ଦେବ (କଂଗ୍ରେସ)
- ୨୦୦୦: (୧୩୪): ସୁବାଷ ଚନ୍ଦ୍ର ପାଣିଗ୍ରାହୀ (ଭାଜପା)
- ୧୯୯୮ (ଉପ): ସୁବାଷ ଚନ୍ଦ୍ର ପାଣିଗ୍ରାହୀ (ଭାଜପା)
- ୧୯୯୫: (୧୩୪): ପ୍ରଦୀପ୍ତ ଗଙ୍ଗ ଦେବ (ଜନତା ଦଳ)
- ୧୯୯୦: (୧୩୪): ପ୍ରଦୀପ୍ତ ଗଙ୍ଗ ଦେବ (ଜନତା ଦଳ)
- ୧୯୮୫: (୧୩୪): ରାଜକିଶୋର ପ୍ରଧାନ (କଂଗ୍ରେସ)
- ୧୯୮୦: (୧୩୪): ଅଶ୍ୱିନୀ କୁମାର ବେହେରା (କଂଗ୍ରେସ-ଇ)
- ୧୯୭୭: (୧୩୪): ଭାନୁଗଙ୍ଗ ତ୍ରିଭୂବନ ଦେବ (ଜନତା)
- ୧୯୭୪: (୧୩୪): ଭାନୁଗଙ୍ଗ ତ୍ରିଭୂବନ ଦେବ (ସ୍ୱତନ୍ତ୍ର)
- ୧୯୭୧: (୧୨୦): ଭାନୁଗଙ୍ଗ ତ୍ରିଭୂବନ ଦେବ (ସ୍ୱତନ୍ତ୍ର)
- ୧୯୬୭: (୧୨୦): ଭାନୁଗଙ୍ଗ ତ୍ରିଭୂବନ ଦେବ (ସ୍ୱତନ୍ତ୍ର)
- ୧୯୬୧: (୫୮): ଜୟଦେବ ଠାକୁର (ଗଣ ପରିଷଦ)
- ୧୯୫୭: (୪୦): ଜୟଦେବ ଠାକୁର (ଗଣ ପରିଷଦ) ଓ ଜ୍ୟୋତିମଞ୍ଜରୀ ଦେବୀ (ଗଣ ପରିଷଦ)
ଆଧାର
ସମ୍ପାଦନା- ↑ "Deogarh Assembly Election 2009, Orissa". empoweringindia.org. Archived from the original on 24 September 2015. Retrieved 28 May 2013.
Constituency: Deogarh (19) District : Deogarh
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013.
10705
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 134-Deogarh Constituency of ORISSA". eci.nic.in. 2006. Retrieved 28 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf