ପ୍ରଦୀପ୍ତ ଗଙ୍ଗଦେବ

ଓଡ଼ିଆ ରାଜନୀତିଜ୍ଞ
(ପ୍ରଦୀପ୍ତ ଗଙ୍ଗ ଦେବରୁ ଲେଉଟି ଆସିଛି)

ପ୍ରଦୀପ୍ତ ଗଙ୍ଗଦେବ (୧୧ ଜୁନ ୧୯୩୭ - ୨୦ ଅକ୍ଟୋବର ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ପ୍ରଦୀପ୍ତ ଗଙ୍ଗଦେବ
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦ ଅକ୍ଟୋବର ୧୯୯୭
ପୂର୍ବ ଅଧିକାରୀରାଜକିଶୋର ପ୍ରଧାନ
ପର ଅଧିକାରୀସୁବାଷ ଚନ୍ଦ୍ର ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଦେବଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-06-11)୧୧ ଜୁନ ୧୯୩୭
ମୃତ୍ୟୁ୨୦ ଅକ୍ଟୋବର ୧୯୯୭(1997-10-20) (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀବିମଳା କୁମାରୀ ଦେବୀ
ବାପା/ବୋଉଭାନୁଗଙ୍ଗ ତ୍ରିଭୂବନ ଦେବ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରଦୀପ୍ତ ଗଙ୍ଗଦେବ ୧୯୩୭ ମସିହାର ଜୁନ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭାନୁଗଙ୍ଗ ତ୍ରିଭୂବନ ଦେବ ଓ ପତ୍ନୀଙ୍କ ନାମ ବିମଳା କୁମାରୀ ଦେବୀ । ତାଙ୍କ ବାପା ଜଣେ ବିଧାୟକ ଭାବରେ ଓଡ଼ିଶା ବଦିହାନ ସଭାରେ କାର୍ଯ୍ୟ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୩]

ରାଜନୈତିକ ଜୀବନ ସମ୍ପାଦନା

ପ୍ରଦୀପ୍ତ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୩]

ମୃତ୍ୟୁ ସମ୍ପାଦନା

ପ୍ରଦୀପ୍ତ ୨୦ ଅକ୍ଟୋବର ୧୯୯୭ରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ସେ ୧୧ଶ ଓଡ଼ିଶା ବିଧାନ ସଭାର ବିଧାୟକ ଥିବାବେଳେ ମୃତ୍ୟୁବରଣ କରିଥିଲେ ।[୩]

ଆଧାର ସମ୍ପାଦନା

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. "Odisha Odisha Results,Odisha Candidate List,Odisha Odisha Results & Live Updates ,Odisha Polling Booths | Lokmat News". Lokmat English (in ଇଂରାଜୀ). Lokmat English. Retrieved 27 September 2020.
  3. ୩.୦ ୩.୧ ୩.୨ "Shri Pradipta Gangdev". odishaassembly.nic.in. Odisha Assembly. Retrieved 29 September 2020.