ବୌଦ୍ଧ ଜିଲ୍ଲା

ଓଡିଶାର ଜିଲ୍ଲା, ଭାରତ
(Boudh districtରୁ ଲେଉଟି ଆସିଛି)

ବୌଦ୍ଧ ଜିଲ୍ଲା, ଓଡ଼ିଶାର ମଧ୍ୟରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।

ବୌଦ୍ଧ
ଜିଲ୍ଲା
ରାମେଶ୍ୱର (ରାମନାଥ) ଦେଉଳ
ରାମେଶ୍ୱର (ରାମନାଥ) ଦେଉଳ
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକନ୍ଧମାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୨ଟି ଆସନ
 
  • ୧. କଣ୍ଟାମାଳ(୦୮୫)
    ୨. ବୌଦ୍ଧ (୦୮୬)
Area
 • ଜିଲ୍ଲା3098 km2 (1,196 sq mi)
Population
 (୨୦୧୧)
 • ଜିଲ୍ଲା୪୩୯୯୧୭
 • Density136/km2 (350/sq mi)
 • Urban
୨୦୪୩୫
 • Rural
୪୧୯୪୮୨
 • ୬ ବର୍ଷରୁ କମ ଶିଶୁ
୫୯୦୯୪
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୨ ୦xx
ତାର (ଏସ୍.ଟି.ଡ଼ି)+୦୬୮୪x
ଯାନବାହାନ ପଞ୍ଚୀକରଣOD-27
ଜିଲ୍ଲାପାଳପ୍ରଶାନ୍ତ କୁମାର ପ୍ରଧାନ
WebsiteOfficial website

ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଆୟତନ ୩,୦୯୮ ବର୍ଗ କିମି୤

ଅବସ୍ଥିତି

ସମ୍ପାଦନା

ମୁଖ୍ୟ ନଦୀ ଓ ଶାଖାନଦୀ

ସମ୍ପାଦନା

ଜନସଂଖ୍ୟା

ସମ୍ପାଦନା

୨୦୧୧ ଜନଗଣନା ଅନୁସାରେ, ବୌଦ୍ଧ ଜିଲ୍ଲାର ଲୋକସଂଖ୍ୟା ୪,୩୯,୯୧୭ ।[]

  • ପୁରୁଷ: ୨,୨୦,୯୯୩
  • ମହିଳା: ୨,୧୮,୯୨୪
    • ଛ ବର୍ଷରୁ କମ: ୫୯,୦୯୪
  • ପଢୁଆ ହାର ୭୨.୫୧%
    • ପୁରୁଷ: ୮୪.୪୯%
    • ମହିଳା: ୬୦.୪୪%

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ସମ୍ପାଦନା
  • କଣ୍ଟାମାଳ(୦୮୫)
  • ବୌଦ୍ଧ (୦୮୬)

ଅଧିକ ତଥ୍ୟ

ସମ୍ପାଦନା