ବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Binjharpur Assembly constituencyରୁ ଲେଉଟି ଆସିଛି)
ବିଞ୍ଝାରପୁର (କ୍ରମିକ ସଂଖ୍ୟା: ୪୮) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିଞ୍ଝାରପୁର ବ୍ଳକ ଓ ଦଶରଥପୁର ବ୍ଳକର କିଛି ଅଞ୍ଚଳ ।[୨][୩]
ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୨,୬୪୪ |
ଜିଲ୍ଲା: | ଯାଜପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଯାଜପୁର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥିନୀ ବବିତା ମଲ୍ଲିକଙ୍କଠାରୁ ୩୮୧୯୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମିଳା ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବବିତା ମଲ୍ଲିକଙ୍କଠାରୁ ୩୧,୮୬୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ବିଞ୍ଝାରପୁର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରମିଳା ମଲ୍ଲିକ | ୬୬,୫୦୭ | ୬୧.୦୫ | - | |
କଂଗ୍ରେସ | ବବିତା ମଲ୍ଲିକ | ୩୪,୬୪୬ | ୩୧.୮୦ | - | |
ଭାଜପା | ମାନସ ରଞ୍ଜନ ମଲ୍ଲିକ | ୪,୧୫୯ | ୩.୮୨ | - | |
ବସପା | ଅକ୍ଷୟ କୁମାର ମଲ୍ଲିକ | ୧,୯୮୧ | ୧.୮୨ | - | |
ସ୍ୱାଧୀନ | ସୁରେନ୍ଦ୍ର ମଲ୍ଲିକ | ୧,୦୮୪ | ୧.୦୦ | - | |
ସମୃଦ୍ଧ ଓଡ଼ିଶା | ଲଛମନ ଜେନା | ୩୨୧ | ୦.୨୯ | - | |
ସ୍ୱାଧୀନ | ଅମର ମଲ୍ଲିକ | ୨୪୩ | ୦.୨୨ | - | |
ଭୋଟ ବ୍ୟବଧାନ | ୩୧,୮୬୧ | ୨୯.୨୫* | - | ||
ମତଦାନ ହାର | ୧,୦୮,୯୭୯ | ୬୦.୫୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ପ୍ରମିଳା ମଲ୍ଲିକ (ବିଜଦ)
- ୨୦୧୪: (୪୮): ପ୍ରମିଳା ମଲ୍ଲିକ (ବିଜଦ)
- ୨୦୦୯: (୪୮): ପ୍ରମିଳା ମଲ୍ଲିକ (ବିଜଦ)
- ୨୦୦୪: (୨୯): ପ୍ରମିଳା ମଲ୍ଲିକ (ବିଜଦ)
- ୨୦୦୦: (୨୯): ପ୍ରମିଳା ମଲ୍ଲିକ (ବିଜଦ)
- ୧୯୯୫: (୨୯): ଅର୍ଜୁନ ଦାସ (କଂଗ୍ରେସ)
- ୧୯୯୦: (୨୯): ପ୍ରମିଳା ମଲ୍ଲିକ (ଜନତା ଦଳ)
- ୧୯୮୫: (୨୯): ନବକିଶୋର ମଲ୍ଲିକ (କଂଗ୍ରେସ)
- ୧୯୮୦: (୨୯): ନବକିଶୋର ମଲ୍ଲିକ (କଂଗ୍ରେସ-ଇ)
- ୧୯୭୭: (୨୯): ଶାନ୍ତନୁ କୁମାର ଦାସ (ଜନତା)
- ୧୯୭୪: (୨୯): ବୈଷ୍ଣବ ଚରଣ ମଲ୍ଲିକ (କଂଗ୍ରେସ)
- ୧୯୭୧: (୨୫): ପବିତ୍ର ମୋହନ ଜେନା (ଜନ କଂଗ୍ରେସ)
- ୧୯୬୭: (୨୫): ବୈଷ୍ଣବ ଚରଣ ମଲ୍ଲିକ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୧: (୧୧୪): ଚିତ୍ତରଞ୍ଜନ ନାଏକ (କଂଗ୍ରେସ)
- ୧୯୫୭: (୮୨): ବାଙ୍କ ବିହାରୀ ଦାସ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୫୧: (୬୪): ନବ କିଶୋର ମଲ୍ଲିକ (କଂଗ୍ରେସ) ଓ ପଦ୍ମନାଭ ରାୟ (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Binjharpur Assembly Election 2009, Orissa". empoweringindia.org. Archived from the original on 13 January 2017. Retrieved 7 June 2013.
Constituency: Binjharpur (48) District : Jajpur
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
31861
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 29-Binjharpur Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf