ନବକିଶୋର ମଲ୍ଲିକ

ଓଡ଼ିଆ ରାଜନୀତିଜ୍ଞ
(ନବ କିଶୋର ମଲ୍ଲିକରୁ ଲେଉଟି ଆସିଛି)

ନବ କିଶୋର ମଲ୍ଲିକ (୨୮ ଜାନୁଆରୀ ୧୯୨୮ - ୨୧ ଜାନୁଆରୀ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ନବ କିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଛନ୍ତି । ୧୯୫୨, ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୮ମ, ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ନବ କିଶୋର ମଲ୍ଲିକ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀବାଙ୍କ ବିହାରୀ ଦାସ
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଶାନ୍ତନୁ କୁମାର ଦାସ
ପର ଅଧିକାରୀପ୍ରମିଳା ମଲ୍ଲିକ
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-01-28)ଜାନୁଆରୀ ୨୮, ୧୯୨୮
ମୃତ୍ୟୁଜାନୁଆରୀ ୨୧, ୨୦୦୭(୨୦୦୭-୦୧-୨୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀବସନ୍ତ କିଶୋରୀ ମଲ୍ଲିକ
ବାପା/ବୋଉନୀଳମଣି ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନବ କିଶୋର ମଲ୍ଲିକ ୧୯୨୮ ମସିହାର ଜାନୁଆରୀ ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନୀଳମଣି ମଲ୍ଲିକ ଏବଂ ପତ୍ନୀଙ୍କ ନାମ ବସନ୍ତ କିଶୋରୀ ମଲ୍ଲିକ ।[୧] ନବ କିଶୋରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ନବ କିଶୋର ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଥିଲେ ।[୧]


ପରିବାର ଓ ଶିକ୍ଷା ସମ୍ପାଦନା

ନବ କିଶୋର ମଲ୍ଲିକ ୨୦୦୭ ମସିହାର ଜାନୁଆରୀ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Naba Kishore Mallick". odishaassembly.nic.in. Odisha Assembly. Retrieved 18 December 2019.