ଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Bhandaripokhari Assembly constituencyରୁ ଲେଉଟି ଆସିଛି)
ଭଣ୍ଡାରିପୋଖରୀ (କ୍ରମିକ ସଂଖ୍ୟା: ୪୩) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଣ୍ଡାରିପୋଖରୀ ବ୍ଳକ ଓ ବନ୍ତ ବ୍ଳକ ।[୨][୩]
ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୨,୨୩୨ |
ଜିଲ୍ଲା: | ଭଦ୍ରକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁବ୍ରତ କୁମାର ଦାସଙ୍କଠାରୁ ୩୪୦୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବଦ୍ରୀ ନାରାୟଣ ଧଳଙ୍କଠାରୁ ୨୦,୪୧୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ଭଣ୍ଡାରିପୋଖରୀ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରଫୁଲ୍ଲ ସାମଲ | ୬୦,୨୫୦ | ୪୪.୩୭ | - | |
କଂଗ୍ରେସ | ବଦ୍ରି ନାରାୟଣ ଧଳ | ୩୯,୮୪୦ | ୨୯.୩୪ | - | |
ଭାଜପା | ମନମୋହନ ସାମଲ | ୨୧,୧୬୦ | ୧୫.୫୮ | - | |
ସ୍ୱାଧୀନ | ଉଦୟ ନାରାୟଣ ନନ୍ଦ | ୧୨,୧୧୭ | ୮.୯୨ | - | |
ସମୃଦ୍ଧ ଓଡ଼ିଶା | ନିର୍ମଳ ବିଶ୍ୱାଳ | ୧,୩୯୩ | ୧.୦୩ | - | |
ବସପା | ପ୍ରଶାନ୍ତ କୁମାର ସ୍ୱାଇଁ | ୧,୦୩୭ | ୦.୭୬ | - | |
ଭୋଟ ବ୍ୟବଧାନ | ୨୦,୪୧୦ | ୧୫୦୩* | - | ||
ମତଦାନ ହାର | ୧,୩୫,୭୯୯ | ୭୩.୧୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୭୪ରୁ ୨୦୦୯ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ସଞ୍ଜୀବ କୁମାର ମଲ୍ଲିକ (ବିଜଦ)
- ୨୦୧୯: ପ୍ରଫୁଲ୍ଲ ସାମଲ (ବିଜଦ)
- ୨୦୧୪: ପ୍ରଫୁଲ୍ଲ ସାମଲ (ବିଜଦ)
- ୨୦୦୯: (୪୩): ପ୍ରଫୁଲ୍ଲ ସାମଲ (ବିଜଦ)
- ୨୦୦୪: (୧୮): ଅନନ୍ତ ସେଠୀ (କଂଗ୍ରେସ)
- ୨୦୦୦: (୧୮): ରଥ ଦାସ (ବିଜଦ)
- ୧୯୯୮: (୧୮): କୁମାର ଶ୍ରୀ ଚିରଞ୍ଜୀବି (କଂଗ୍ରେସ) - ଉପ-ନିର୍ବାଚନ
- ୧୯୯୫: (୧୮): ଅର୍ଜୁନ ଚରଣ ସେଠୀ (ଜନତା ଦଳ)
- ୧୯୯୧: (୧୮): ପ୍ରଫୁଲ୍ଲ କୁମାର ଜେନା (ଜନତା ଦଳ) - ଉପ-ନିର୍ବାଚନ
- ୧୯୯୦: (୧୮): ଅର୍ଜୁନ ଚରଣ ସେଠୀ (ଜନତା ଦଳ)
- ୧୯୮୫: (୧୮): ପଞ୍ଚାନନ ମଣ୍ଡଳ (କଂଗ୍ରେସ)
- ୧୯୮୦: (୧୮): ପୁରୁଷୋତ୍ତମ ସେଠୀ (କଂଗ୍ରେସ-ଇ)
- ୧୯୭୭: (୧୮): କପିଳ ଚରଣ ସେଠୀ (ଜନତା)
- ୧୯୭୪: (୧୮): ବୈରାଗୀ ଜେନା (ଉତ୍କଳ କଂଗ୍ରେସ)
ଆଧାର
ସମ୍ପାଦନା- ↑ "Bhandaripokhari Assembly Election 2009, Orissa". empoweringindia.org. Retrieved 7 June 2013.
Constituency: Bhandaripokhari (43) District : Bhadrak
[permanent dead link] - ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
20410
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 18-Bhandaripokhari Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf