ପଲି ଉମ୍ରିଗର

ଭାରତୀୟ କ୍ରିକେଟ ଖେଳାଳୀ

ପହଲାନ ରତଞ୍ଜି "ପଲି" ଉମ୍ରିଗର pronunciation  (୨୮ ମାର୍ଚ୍ଚ ୧୯୨୬ – ୭ ନଭେମ୍ବର ୨୦୦୬) ଜଣେ ଭାରତୀୟ କ୍ରିକେଟଖେଳାଳୀ । ସେ ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନ, ଅଫ ସ୍ପିନ ଏବଂ ମଧ୍ୟମ ବେଗ ବୋଲର ଭାବେ ବମ୍ବେ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଏବଂ ଭାରତୀୟ କ୍ରିକେଟ ଦଳ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ । ସେ ୧୯୫୫ରୁ ୧୦୫୮ ପର୍ଯ୍ୟନ୍ତ ଆଠଟି ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ପାଇଁ ଅଧିନାୟକ ପଦ ସମ୍ଭାଳିଥିଲେ । ୧୯୬୨ରେ ଅବସର ପରେ ସେ ଅଧିକ ଟେଷ୍ଟ (୫୯) ଖେଳି ୩,୬୩୧ ଅଧିକ ରନ ସଂଗ୍ରହ କରିଥିଲେ ଏବଂ ଅନ୍ୟ ଖେଳାଳୀଙ୍କ ଅପେକ୍ଷା ଅଧିକ ସଂଖ୍ୟକ(୧୨) ଟେଷ୍ଟ ଶତକର ରେକର୍ଡ କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ହାଇଦରାବାଦଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ ।

ପଲି ଉମ୍ରିଗର
ବ୍ୟକ୍ତିଗତ ତଥ୍ୟ
ନାମପହଲାନ ରତଞ୍ଜି ଉମ୍ରିଗର
ଜନ୍ମ(1926-03-28)୨୮ ମାର୍ଚ୍ଚ ୧୯୨୬
ବମ୍ବେ or ସୋଲାପୁର, ମହାରାଷ୍ଟ୍ର, ଭାରତ (see [୧])
ମୃତ୍ୟୁ୭ ନଭେମ୍ବର ୨୦୦୬(2006-11-07) (ବୟସ ୮୦)
ମୁମ୍ବାଈ, ଭାରତ
ବ୍ୟାଟିଂ ପ୍ରକାରଦକ୍ଷିଣ ହାତି ବ୍ୟାଟ ଚାଳକ
ବୋଲିଂ ପ୍ରକାରଦକ୍ଷିଣ ହାତି ଅଫବ୍ରେକ
ଭୂମିକାଅଲରାଉଣ୍ଡର
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap ୪୭)୯ ଡିସେମ୍ବର ୧୯୪୮ v ୱେଷ୍ଟ ଇଣ୍ଡିଜ
ଶେଷ ଟେଷ୍ଟ୧୩ ଏପ୍ରିଲ ୧୯୬୨ v ୱେଷ୍ଟ ଇଣ୍ଡିଜ
Career statistics
ପ୍ରତିଯୋଗିତା ଟେଷ୍ଟ କ୍ରିକେଟ First-class {{{column3}}} {{{column4}}}
ମ୍ୟାଚ ସଂଖ୍ୟା ୫୯ ୨୪୩ {{{matches3}}} {{{matches4}}}
ମୋଟ ରନ ୩୬୩୧ ୧୬୧୫୫ {{{runs3}}} {{{runs4}}}
ବ୍ୟାଟିଂ ହାର ୪୨.୨୨ ୫୨.୨୮ {{{bat avg3}}} {{{bat avg4}}}
ଶତକ/ଅର୍ଦ୍ଧଶତକ ୧୨/୧୪ ୪୯/୮୦ {{{100s/50s3}}} {{{100s/50s4}}}
ସର୍ବାଧିକ ରନ ୨୨୩ ୨୫୨* {{{top score3}}} {{{top score4}}}
ବଲ ସଂଖ୍ୟା ୪୭୨୫ ୨୫୨୯୭ {{{deliveries3}}} {{{deliveries4}}}
ଉଇକେଟ ୩୫ ୩୨୫ {{{wickets3}}} {{{wickets4}}}
ବୋଲିଂ ହାର ୪୨.୦୮ ୨୫.୬୮ {{{bowl avg3}}} {{{bowl avg4}}}
ଇନିଙ୍ଗସରେ ୫ଟି ଉଇକେଟ ୧୪ {{{fivefor3}}} {{{fivefor4}}}
ମ୍ୟାଚରେ ୧୦ଟି ଉଇକେଟ - {{{tenfor3}}} {{{tenfor4}}}
ସବୁଠୁ ଭଲ ବୋଲିଂ ୬/୭୪ ୭/୩୨ {{{best bowling3}}} {{{best bowling4}}}
କ୍ୟାଚ/ଷ୍ଟମ୍ପିଙ୍ଗ ୩୩/- ୨୧୭/- {{{catches/stumpings3}}} {{{catches/stumpings4}}}
Source: [୧]

କ୍ରୀଡ଼ା ପରବର୍ତ୍ତୀ ଜୀବନ ସମ୍ପାଦନା

୧୯୭୦ ଶେଷ ଆଡ଼କୁ ଭାରତୀୟ କ୍ରିକେଟ ଦଳର ନ୍ୟୁଜିଲାଣ୍ଡ , ବେଷ୍ଟ ଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ଗସ୍ତର ପରିଚାଳନା ଦାୟିତ୍ୱ ନେଇଥିଲେ । ସେ ୧୯୭୮ - ୧୯୮୨ ମଧ୍ୟରେ ରାଷ୍ଟ୍ରୀୟ ଚୟନ କମିଟିର ଚେୟାରମ୍ୟାନ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ସଚିବ ଏବଂ ମୁମ୍ବାଇ କ୍ରିକେଟ ଆସୋସିଏସନର ସଚିବ ଥିଲେ । ସେ କ୍ରିକେଟ କୋଚିଂ ବାବଦରେ ଏକ ପୁସ୍ତକ ଲେଖିଥିଲେ । ଏକଦା ସେ ୱାଙ୍ଖଡ଼େ ଷ୍ଟାଡିୟମର ପିଚ କ୍ୟୁରେଟର ଦାୟିତ୍ୱରେ ଥିଲେ । ସେ ୧୯୬୨ରେ ପଦ୍ମଶ୍ରୀ ପୁରସ୍କାର, କ୍ରୀଡ଼ା ପ୍ରତି ତାଙ୍କର ଅବଦାନ ପାଇଁ ୧୯୯୮-୯୯ରେ ସି କେ ନାଇଡୁ ଟ୍ରଫି ପାଇଥିଲେ ।ଜାତୀୟ ୧୫ ବର୍ଷରୁ କମ ଚାମ୍ପିଅନସିପ ପଲି ଉମ୍ରିଗର ଟ୍ରଫି ପାଇଁ ପ୍ରତିଯୋଗିତା ହୋଇଥାଏ ।

୨୦୦୬ ମଧ୍ୟ ଭାଗକୁ ଉମ୍ରିଗର ଲିମ୍ଫ କ୍ୟାନସରରେ ଚିହ୍ନଟ ହୋଇ କେମୋଥେରାପି ଅଧିନରେ ଥିଲେ ।[୨] ସେ ୨୦୦୬ ନଭେମ୍ବରରେ ଅସୁସ୍ଥତା କାରଣରୁ ମୁମ୍ବାଇଠାରେ ମୃତ୍ୟୁବରଣ କରିଥିଲେ ।[୩] ୧୯୫୧ରୁ ଦିନୁ ତାଙ୍କ ସହଧର୍ମିଣୀ ଥିଲେ । ତାଙ୍କ ଦୁଇ ପୁତ୍ର ଏବଂ ଏକ କନ୍ୟା ସନ୍ତାନ ଥିଲେ ।

ଟିପ୍ପଣୀ ସମ୍ପାଦନା

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; pob ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Hindu report on Umrigar's illness
  3. .Former India skipper Umrigar dies bbc.co.uk, accessed 7 November 2006

ଆଧାର ସମ୍ପାଦନା

  • Partab Ramchand, Great Feats of Indian Cricket, Rupa & Co
  • Partab Ramchand, Great Indian Batsmen, Rupa & Co (2005)
  • Sujit Mukherjee, Playing for India, Orient Longman (1988)
  • Mihir Bose, A History of Indian Cricket (1990)
  • Rajan Bala, The Covers are Off, Rupa & Co (2004)
  • Richard Cashman, Patrons, Players and the Crowd, Orient Longman(1980)

ବାହାର ଲିଙ୍କ ସମ୍ପାଦନା