ପଲି ଉମ୍ରିଗର
ପହଲାନ ରତଞ୍ଜି "ପଲି" ଉମ୍ରିଗର pronunciation (help·info) (୨୮ ମାର୍ଚ୍ଚ ୧୯୨୬ – ୭ ନଭେମ୍ବର ୨୦୦୬) ଜଣେ ଭାରତୀୟ କ୍ରିକେଟଖେଳାଳୀ । ସେ ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନ, ଅଫ ସ୍ପିନ ଏବଂ ମଧ୍ୟମ ବେଗ ବୋଲର ଭାବେ ବମ୍ବେ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଏବଂ ଭାରତୀୟ କ୍ରିକେଟ ଦଳ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ । ସେ ୧୯୫୫ରୁ ୧୦୫୮ ପର୍ଯ୍ୟନ୍ତ ଆଠଟି ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ପାଇଁ ଅଧିନାୟକ ପଦ ସମ୍ଭାଳିଥିଲେ । ୧୯୬୨ରେ ଅବସର ପରେ ସେ ଅଧିକ ଟେଷ୍ଟ (୫୯) ଖେଳି ୩,୬୩୧ ଅଧିକ ରନ ସଂଗ୍ରହ କରିଥିଲେ ଏବଂ ଅନ୍ୟ ଖେଳାଳୀଙ୍କ ଅପେକ୍ଷା ଅଧିକ ସଂଖ୍ୟକ(୧୨) ଟେଷ୍ଟ ଶତକର ରେକର୍ଡ କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ହାଇଦରାବାଦଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ପହଲାନ ରତଞ୍ଜି ଉମ୍ରିଗର | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | ବମ୍ବେ or ସୋଲାପୁର, ମହାରାଷ୍ଟ୍ର, ଭାରତ (see [୧]) | ୨୮ ମାର୍ଚ୍ଚ ୧୯୨୬|||||||||||||||||||||||||||||||||||||||||||||||||||||||||||||||||
ମୃତ୍ୟୁ | ୭ ନଭେମ୍ବର ୨୦୦୬ ମୁମ୍ବାଈ, ଭାରତ | (ବୟସ ୮୦)|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଦକ୍ଷିଣ ହାତି ବ୍ୟାଟ ଚାଳକ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ଦକ୍ଷିଣ ହାତି ଅଫବ୍ରେକ | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ଅଲରାଉଣ୍ଡର | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap ୪୭) | ୯ ଡିସେମ୍ବର ୧୯୪୮ v ୱେଷ୍ଟ ଇଣ୍ଡିଜ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୧୩ ଏପ୍ରିଲ ୧୯୬୨ v ୱେଷ୍ଟ ଇଣ୍ଡିଜ | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: [୧] |
କ୍ରୀଡ଼ା ପରବର୍ତ୍ତୀ ଜୀବନ
ସମ୍ପାଦନା୧୯୭୦ ଶେଷ ଆଡ଼କୁ ଭାରତୀୟ କ୍ରିକେଟ ଦଳର ନ୍ୟୁଜିଲାଣ୍ଡ , ବେଷ୍ଟ ଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ଗସ୍ତର ପରିଚାଳନା ଦାୟିତ୍ୱ ନେଇଥିଲେ । ସେ ୧୯୭୮ - ୧୯୮୨ ମଧ୍ୟରେ ରାଷ୍ଟ୍ରୀୟ ଚୟନ କମିଟିର ଚେୟାରମ୍ୟାନ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ସଚିବ ଏବଂ ମୁମ୍ବାଇ କ୍ରିକେଟ ଆସୋସିଏସନର ସଚିବ ଥିଲେ । ସେ କ୍ରିକେଟ କୋଚିଂ ବାବଦରେ ଏକ ପୁସ୍ତକ ଲେଖିଥିଲେ । ଏକଦା ସେ ୱାଙ୍ଖଡ଼େ ଷ୍ଟାଡିୟମର ପିଚ କ୍ୟୁରେଟର ଦାୟିତ୍ୱରେ ଥିଲେ । ସେ ୧୯୬୨ରେ ପଦ୍ମଶ୍ରୀ ପୁରସ୍କାର, କ୍ରୀଡ଼ା ପ୍ରତି ତାଙ୍କର ଅବଦାନ ପାଇଁ ୧୯୯୮-୯୯ରେ ସି କେ ନାଇଡୁ ଟ୍ରଫି ପାଇଥିଲେ ।ଜାତୀୟ ୧୫ ବର୍ଷରୁ କମ ଚାମ୍ପିଅନସିପ ପଲି ଉମ୍ରିଗର ଟ୍ରଫି ପାଇଁ ପ୍ରତିଯୋଗିତା ହୋଇଥାଏ ।
୨୦୦୬ ମଧ୍ୟ ଭାଗକୁ ଉମ୍ରିଗର ଲିମ୍ଫ କ୍ୟାନସରରେ ଚିହ୍ନଟ ହୋଇ କେମୋଥେରାପି ଅଧିନରେ ଥିଲେ ।[୨] ସେ ୨୦୦୬ ନଭେମ୍ବରରେ ଅସୁସ୍ଥତା କାରଣରୁ ମୁମ୍ବାଇଠାରେ ମୃତ୍ୟୁବରଣ କରିଥିଲେ ।[୩] ୧୯୫୧ରୁ ଦିନୁ ତାଙ୍କ ସହଧର୍ମିଣୀ ଥିଲେ । ତାଙ୍କ ଦୁଇ ପୁତ୍ର ଏବଂ ଏକ କନ୍ୟା ସନ୍ତାନ ଥିଲେ ।
ଟିପ୍ପଣୀ
ସମ୍ପାଦନା- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;pob
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Hindu report on Umrigar's illness
- ↑ .Former India skipper Umrigar dies bbc.co.uk, accessed 7 November 2006
ଆଧାର
ସମ୍ପାଦନା- Partab Ramchand, Great Feats of Indian Cricket, Rupa & Co
- Partab Ramchand, Great Indian Batsmen, Rupa & Co (2005)
- Sujit Mukherjee, Playing for India, Orient Longman (1988)
- Mihir Bose, A History of Indian Cricket (1990)
- Rajan Bala, The Covers are Off, Rupa & Co (2004)
- Richard Cashman, Patrons, Players and the Crowd, Orient Longman(1980)
ବାହାର ଲିଙ୍କ
ସମ୍ପାଦନା- Cricinfo profile
- Cricketarchive profile
- Umrigar turns 80 Archived 2007-09-28 at the Wayback Machine., Profile
- Interview
- Raju Bharatan, An account of the events that led to Umrigar's resignation Archived 2010-08-10 at the Wayback Machine.
- Obituary, The Daily Telegraph, 9 November 2006
- Obituary, The Guardian, 9 November 2006
- Obituary Archived 2007-10-01 at the Wayback Machine., The Independent, 9 November 2006
- Obituary Archived 2011-06-22 at Archive.is, The Times, 9 November 2006