୨ ସେପ୍ଟେମ୍ବର
ତାରିଖ
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | |||||
୨୦୨୪ |
September 2 in recent years |
୨୦୨୪ (ସୋମବାର) |
୨୦୨୩ (ଶନିବାର) |
୨୦୨୨ (ଶୁକ୍ରବାର) |
୨୦୨୧ (ଗୁରୁବାର) |
୨୦୨୦ (ବୁଧବାର) |
୨୦୧୯ (ସୋମବାର) |
୨୦୧୮ (ରବିବାର) |
୨୦୧୭ (ଶନିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ସେପ୍ଟେମ୍ବର ବର୍ଷର ୨୪୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୦ ଦିନ ବାକି ଅଛି ।
ଘଟଣାବଳୀ
ସମ୍ପାଦନା- ୧୮୦୬ ମସିହା: ସୁଇଜରଲ୍ୟାଣ୍ଡରେ ଭୂସ୍ଖଳନ ଯୋଗୁଁ ୪୫୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୧୯ ମସିହା: ଇଟାଲୀରେ ସର୍ବସାଧାରଣଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା ।
- ୧୯୩୫ ମସିହା: ଫ୍ଲୋରିଡାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ୪୨୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୪୫ ମସିହା: ଭିଏତନାମ ସ୍ୱାଧୀନ ହୋଇଥିଲା ।
- ୧୯୫୧ ମସିହା: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ-ଆମେରିକା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
- ୧୯୯୨ ମସିହା: ନିକାରାଗୁଆଠାରେ ହୋଇଥିବା ଭୂମିକମ୍ପରେ ୧୧୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
- ୧୯୯୬ ମସିହା: ମହାକାଶଯାନ ସୋୟୁଜ୍ ଟିଏମ୍-୨୪ (Soyuz TM-24)ର ଧରାବତରଣ ହୋଇଥିଲା ।
- ୧୯୯୮ ମସିହା: ସ୍ୱିସ୍ଏୟାର୍ ବିମାନ ଦୁର୍ଘଟଣାରେ ୨୨୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
- ୨୦୧୬ ମସିହା: ଭାରତର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସମସ୍ତ ସ୍ୱାଧୀନ ଫେଡେରେସନ୍ଗୁଡ଼ିକ ପକ୍ଷରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା ।
ଜନ୍ମ
ସମ୍ପାଦନାଦେହାନ୍ତ
ସମ୍ପାଦନାପର୍ବପର୍ବାଣି
ସମ୍ପାଦନାଆଧାର
ସମ୍ପାଦନା- ↑ "ଇତିହାସରେ ଆଜି". ସମାଜ. Retrieved 2 September 2016.
ବାହାର ଲିଙ୍କ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୨ ସେପ୍ଟେମ୍ବର
ବାବଦରେ ମାଧ୍ୟମ ରହିଛି ।