୭ ସେପ୍ଟେମ୍ବର
ତାରିଖ
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | |||||
୩ | ୪ | ୫ | ୬ | ୭ | ୮ | ୯ |
୧୦ | ୧୧ | ୧୨ | ୧୩ | ୧୪ | ୧୫ | ୧୬ |
୧୭ | ୧୮ | ୧୯ | ୨୦ | ୨୧ | ୨୨ | ୨୩ |
୨୪ | ୨୫ | ୨୬ | ୨୭ | ୨୮ | ୨୯ | ୩୦ |
୨୦୨୩ |
September 7 in recent years |
୨୦୨୩ (ଗୁରୁବାର) |
୨୦୨୨ (ବୁଧବାର) |
୨୦୨୧ (ମଙ୍ଗଳବାର) |
୨୦୨୦ (ସୋମବାର) |
୨୦୧୯ (ଶନିବାର) |
୨୦୧୮ (ଶୁକ୍ରବାର) |
୨୦୧୭ (ଗୁରୁବାର) |
୨୦୧୬ (ବୁଧବାର) |
୨୦୧୫ (ସୋମବାର) |
୨୦୧୪ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ସେପ୍ଟେମ୍ବର ବର୍ଷର ୨୫୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୫ ଦିନ ବାକି ଅଛି ।
ଘଟଣାବଳୀ ସମ୍ପାଦନା
- ୧୭୦୧: ଜର୍ମାନୀ-ଇଂଲଣ୍ଡ-ନେଦରଲ୍ୟାଣ୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
- ୧୯୧୪: ନ୍ୟୁୟର୍କ ଡାକବିଭାଗର କାର୍ଯ୍ୟ ଆରମ୍ଭ ହୋଇଥିଲା ।
- ୧୯୪୩: ଟେକ୍ସାଜ୍ଠାରେ ଅଗ୍ନିକାଣ୍ଡ ଘଟି ୮୩ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ।
- ୧୯୭୭: ଓଣ୍ଟାରିଓ ବିମାନ ଦୁର୍ଘଟଣାରେ ୫୫ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ।
- ୧୯୯୯: ଏଥେନ୍ସ ଭୂମିକମ୍ପରେ ୫୦,୦୦୦ ଲୋକ ବାସଚ୍ୟୁତ ହୋଇଥିଲେ ।
- ୨୦୦୫: ଇଜିପ୍ଟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
- ୨୦୧୨: ଚୀନଠାରେ ହୋଇଥିବା ଭୂମିକମ୍ପରେ ୬୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
ଜନ୍ମ ସମ୍ପାଦନା
ଦେହାନ୍ତ ସମ୍ପାଦନା
ପର୍ବପର୍ବାଣି ସମ୍ପାଦନା
ଆଧାର ସମ୍ପାଦନା
- ↑ "ଇତିହାସରେ ଆଜି". ସମାଜ. 7 September 2016. Retrieved 8 September 2016.
ବାହାର ଲିଙ୍କ ସମ୍ପାଦନା
ଉଇକିମିଡ଼ିଆ କମନ୍ସରେ ୭ ସେପ୍ଟେମ୍ବର
ବାବଦରେ ମାଧ୍ୟମ ରହିଛି ।