ହରି ଓମ ହରି

୨୦୧୩ର ଓଡ଼ିଆ କଥାଚିତ୍ର

ହରି ଓମ ହରି, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁମିତ୍ ରାଉତ ଏବଂ ସିପ୍ରା ଦାସ ।[୧][୨] ଶିବପ୍ରସାଦ ଦାସ ଏବଂ ସୁଜାତା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୩] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୪] ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ହରି ଓମ ହରି
ନିର୍ଦ୍ଦେଶକଦିଲ୍ଲୀପ ପଣ୍ଡା
ପ୍ରଯୋଜକସୁମିତ୍ ରାଉତ, ସିପ୍ରା ଦାସ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟଦିଲ୍ଲୀପ ପଣ୍ଡା
କାହାଣୀଶିବପ୍ରସାଦ ଦାସ, ସୁଜାତା ରାଉତ
କଳାକାରସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ମେଘା ଘୋଷ, ରିୟା ଦେ, ସମରେଶ ରାଉତରାୟ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୧୨ ଜୁଲାଇ ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ମେଘା ଘୋଷ ଏବଂ ରିୟା ଦେ ।[୬] ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନକେତନ, ପ୍ରିୟଙ୍କା ମହାପାତ୍ର, ଜୀବନ ପଣ୍ଡା, ଚୁଙ୍ଗା, ସରୋଜ ଦାସ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧] ଗୀତିକାର ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୪] ଜାବେଦ୍ ଅଲ୍ଲୀ, ପାମେଲା ଜୈନ, ଅଭିଜିତ ମଜୁମଦାର, ଅଞ୍ଜଳି ମିଶ୍ର, ଉଦିତ ନାରାୟଣ, ସୌରଭ ନାୟକ, ଅସୀମା ପଣ୍ଡା, ରିଙ୍କି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଆଲୋ ଛନ୍‌ଛନିଆ ଚୋରଣୀ" 
2."ଛପି ଛପି" 
3."ଦିନରେ ଅରୁଆ" 
4."ହେଲେ ହେଲେ" 
5."ହରି ଓମ୍ ହରି" 
6."ସୁନ୍ଦୁରି ସୁନ୍ଦୁରି" 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Mohapatra, Mrudu M. (2 July 2013). "Hari Om Hari releasing this Ratha Yatra". Odia Live. Retrieved 26 October 2017.
  2. "'ହରି ଓମ୍ ହରି'ର ଅଡିଓ ରିଲିଜ୍". ଓଡ଼ିଶାନ୍. 29 June 2013. Retrieved 26 October 2017.
  3. "Hari Om Hari Odia Film". NewOdisha.in. 7 July 2013. Archived from the original on 30 October 2017. Retrieved 26 October 2017.
  4. ୪.୦ ୪.୧ "Hari Om Hari". Incredible Orissa. 12 July 2013. Retrieved 26 October 2017.
  5. "Oriya Films 2013". Incredible Orissa. 28 January 2013. Retrieved 26 October 2017.
  6. "Hari Om Hari". www.nuaodisha.com. Retrieved 26 October 2017.
  7. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
  8. "ଓଲିଉଡରେ ଏଣ୍ଟ୍ରି ନେବା ପୂର୍ବରୁ କନ୍ନଡ ଫିଲ୍ମରେ କାମ କରିଥିଲେ ଏହି ନାୟିକା". ସମ୍ବାଦ. 12 August 2017. Retrieved 26 October 2017.
  9. "ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା". ସମ୍ବାଦ. ଭୁବନେଶ୍ୱର: sambad.in. 8 October 2022. Archived from the original on 12 October 2022. Retrieved 12 October 2022.
  10. "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 26 October 2017.

ବାହାର ଆଧାର ସମ୍ପାଦନା