ସ୍ୱୟଂସିଦ୍ଧା
୨୦୧୦ର ଓଡ଼ିଆ କଥାଚିତ୍ର
ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସ୍ୱୟଂସିଦ୍ଧା ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା ।
ସ୍ୱୟଂସିଦ୍ଧା | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ସଂଳାପ | (ସଂଳାପ): ଦିଲ୍ଲିପ ଚୌଧୁରୀ |
ଚିତ୍ରନାଟ୍ୟ | ସୁଧାଂଶୁ ମୋହନ ସାହୁ, ଦିଲ୍ଲିପ ଚୌଧୁରୀ |
କାହାଣୀ | ନମିତା ମଲିକ |
କଳାକାର | ସିଦ୍ଧାନ୍ତ ମହାପାତ୍ର , ଯୁକ୍ତା |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ସଞ୍ଜିବ ମହାପାତ୍ର |
ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୩ ଅଗଷ୍ଟ ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ସ୍ୱୟଂସିଦ୍ଧା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ସ୍ୱରୂପ ନାୟକ[୧]
- ଗୀତିକାର: ସ୍ୱରୂପ ନାୟକ
- ପ୍ରଚ୍ଛଦପଟ ଗାୟକ: କୁମାର ବାପି, ତପୁ ମିଶ୍ର, ଟି. ସୌରୀ
ଆଧାର
ସମ୍ପାଦନା- ↑ "'Swayamsidha' runs full house amid protests". odicin.com. Archived from the original on 1 October 2020. Retrieved 4 January 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ୱୟଂସିଦ୍ଧା