ସ୍ୱପ୍ନ ସାଗର
୧୯୮୩ର ଓଡ଼ିଆ କଥାଚିତ୍ର
(ସ୍ଵପ୍ନ ସାଗରରୁ ଲେଉଟି ଆସିଛି)
ସ୍ୱପ୍ନ ସାଗର (English: Swapna Sagara) ଏକ ଓଡ଼ିଆ ଚଳଚ୍ଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ[୨] ନିର୍ମିତ ଓ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା । ପ୍ରଶାନ୍ତ ନନ୍ଦ ଏହାର ପ୍ରଯୋଜନା, ନିର୍ଦ୍ଦେଶନା, କାହାଣୀ ରଚନା କରିଥିବା ବେଳେ ଓ ଚିତ୍ରନାଟ୍ୟ ଓ ସଂଗୀତ ସଂଯୋଜନା ଅକ୍ଷୟ ମହାନ୍ତି କରିଥିଲେ । ଓଡ଼ିଆ ସିନେମା ଇତିହାସରେ ଏହା ପ୍ରଥମ ଓଡ଼ିଆ ୭୦ ଏମ.ଏମ. ଚଳଚ୍ଚିତ୍ର ।[୩]
ସ୍ୱପ୍ନ ସାଗର | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ |
ପ୍ରଯୋଜକ | ପ୍ରଶାନ୍ତ ନନ୍ଦ |
ସଂଳାପ | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଅନିତା ଦାସ, ହେମନ୍ତ ଦାସ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଭାନୁ କୁମାର, ରାଜନ୍ କିନାଗୀ[୧] |
ମୁକ୍ତିଲାଭ ତାରିଖ | ୧୯୮୩ |
ଅଭିନୟରେ
ସମ୍ପାଦନାଓଡ଼ିଆଚଳଚ୍ଚିତ୍ର ‘ସ୍ୱପ୍ନ ସାଗର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୨]
ଗୀତ
ସମ୍ପାଦନା- ଚିଠି ମୋର ଟିକି ଚଢ଼େଇ
- ସେଇ ଦୀପ ଅଛି, ସେଇ ଫୁଲ ଅଛି
- ଏଇ ପାଣିରେ ପାଣିରେ
- ବାଟୋଇ ଭାଇ
- ଶୀକାରି ଶିକାରି
ଆଧାର
ସମ୍ପାଦନା- ↑ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
- ↑ ୨.୦ ୨.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "Orissa Cinema :: History of Orissa Cinema, Chronology of Orissa Films". orissacinema.com. Archived from the original on 2008-07-05. Retrieved 2009-02-27.
- ↑ "ଅନୀତା ଦାସଙ୍କ ବିୟୋଗରେ ଓଲିଉଡରେ ଶୋକ : ପ୍ରିୟ ମଣିଷଙ୍କୁ ମନେପକାଇଲେ ଅଭିନେତା-ଅଭିନେତ୍ରୀ". sambad.in. 11 May 2018. Retrieved 6 June 2018.
- ↑ "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 18 July 2018. Retrieved 14 January 2019.
- ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
- ↑ "ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନାଥ କରି ଚାଲିଗଲେ ଓଲିଉଡର ମା' | Kanak News". Kanak News. kanaknews.com. 11 May 2018. Archived from the original on 16 October 2018. Retrieved 9 September 2020.
- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
- ↑ "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 3 February 2018. Retrieved 24 August 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ୱପ୍ନ ସାଗର
ଆହୁରି ଦେଖନ୍ତୁ
ସମ୍ପାଦନା