ସୁନା ପୁଅ

୧୯୯୬ର ଓଡ଼ିଆ କଥାଚିତ୍ର

ସୁନା ପୁଅ, ୧୯୯୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏ. ରମେଶ ପ୍ରସାଦ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସୁନା ପୁଅ
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକଏ. ରମେଶ ପ୍ରସାଦ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବିଜୟ ଭାସ୍କର
କଳାକାରଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ବୀଣା ମହାରଣା, ଜୟୀରାମ ସାମଲ
ଚିତ୍ରଗ୍ରହଣବି. ସତୀଶ
ମୁକ୍ତିଲାଭ ତାରିଖ
୧୧ ଅପ୍ରେଲ ୧୯୯୬
ଦେଶ ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ, ରାଇମୋହନ ପରିଡ଼ା, ବୀଣା ମହାରଣା, ଜୟୀରାମ ସାମଲ, ବ୍ରଜ ସିଂହ, ସୁଜାତା ଆନନ୍ଦ, ସୁରେଶ ବଳ, ଗୀତା ଦତ୍ତ, ଶଙ୍କର ବସୁ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାର ସମ୍ପାଦନ କରନ୍ତୁ

ବାହାର ଆଧାର ସମ୍ପାଦନ କରନ୍ତୁ