ସୁଇଟ୍ ହାର୍ଟ

୨୦୧୬ର ଓଡ଼ିଆ କଥଚିତ୍ର

ଓଡ଼ିଆ ଚଳଚ୍ଚିତ୍ର ସୁଇଟ୍ ହାର୍ଟ ୨୦୧୬ ଅଗଷ୍ଟ ମାସରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ବାବୁଶାନ୍ ନାୟକ ଭୁମିକାରେ ଥିବାବେଳେ ସମରେଶ ରାଉତରାୟ ଖଳନାୟକ ଭୁମିକାରେ ଅଭିନୟ କରିଥିଲେ ।[୨]

ସୁଇଟ୍ ହାର୍ଟ
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକନୀଳକଣ୍ଠ ଦାସ ଏବଂ ସୁନନ୍ଦା ଦାଶ
ସଂଳାପବାପୁ ଗୋସ୍ୱାମୀ
କାହାଣୀସୁଶାନ୍ତ ମଣି
କଳାକାରବାବୁଶାନ୍, ସମରେଶ ରାଉତରାୟ, ଅନୁ ଚୌଧୁରୀ, ଅନୁଭା ସୌର୍ଯ୍ୟା, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ମିହିର ଦାସ
ସଙ୍ଗୀତଗୁଡଲି ରଥ
ମୁକ୍ତିଲାଭ ତାରିଖ
୧୮ ଅଗଷ୍ଟ ୨୦୧୬[୧]
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରେ ନାୟକ ବାବୁଶାନ୍ ଜଣେ ପାକିସ୍ତାନୀ ଯୁବକ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଅଭିନେତ୍ରୀ ଅନୁ ଚୌଧୁରୀ ଜଣେ ସାମ୍ବାଦିକ ଭୁମିକାରେ ଅଭିନୟ କରିଛନ୍ତି । [୩] ପ୍ରଥମଥର ପାଇଁ ବାବୁଶାନ୍ ଜଣେ ଆତଙ୍କବାଦୀ ଭୂମିକାରେ ପରଦାକୁ ଆସିଥିଲେ । [୪] ଅଭିନୟ କରିଥିବା ପ୍ରମୁଖ ଅଭିନେତାମାନେ ହେଲେ:

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରର ଗୀତ ଗୁଡିକୁ ବାପୁ ଗୋସ୍ୱାମୀ ଓ ମୁକେଶ ସିଂ ରଚନା କରିଥିବା ବେଳେ ନଭ୍ୟା, ବିଭୂ କିଶୋର, ତପୁ ମିଶ୍ର, ରତିକାନ୍ତ ଶତପଥୀ, ବଲିଉଡ ଗାୟକ ଜାଭେଦ ଅଲ୍ଲୀ ଓ ଇନ୍ଦୁ ସୋନାଲି କଣ୍ଠଦାନ କରିଛନ୍ତି । ଗୁଡଲୀ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସମସ୍ତ ଗୀତଗୁଡ଼ିକ ଭିନ୍ନ ଧରଣର ହୋଇଛି । ଏହାର ଟାଇଟଲ ଗୀତଟି ତପୁ ମିଶ୍ର ଓ ଜାଭେଦ ଅଲ୍ଲୀ ଗାଇଛନ୍ତି । ଚଳଚ୍ଚିତ୍ରରେ ସର୍ବମୋଟ ୫ଟି ଗୀତ ରହିଛି ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତଗାୟକସମୟ
1."ସୁଇଟ୍ ହାର୍ଟ"ଜାଭେଦ ଅଲ୍ଲୀ, ତପୁ ମିଶ୍ର 
2."ଅନ୍ଧାରରେ"ରତିକାନ୍ତ ଶତପଥୀ 
3."ଝିଲମିଲ୍ ଝିଲମିଲ୍"ତପୁ ମିଶ୍ର 
4."ଚାନ୍ସ ମରା ବୟସ"ବିଭୁ କିଶୋର, ନଭ୍ୟା 
5."ଅଧଜଳ ଗ‌ଗ୍ରୀ"ଇନ୍ଦୁ ସୋନାଲୀ 

ଆଧାରସମ୍ପାଦନ କରନ୍ତୁ

  1. "ଅଗଷ୍ଟ ୧୮ରେ 'ସୁଇଟ୍‌ ହାର୍ଟ'". ସମ୍ବାଦ. 13 August 2016. Retrieved 21 August 2016.
  2. "ବାବୁଙ୍କ ସୁଇଟ୍ ହାର୍ଟ". ସମାଜ. 21 August 2016. Retrieved 21 August 2016.
  3. "ବାବୁସାନଙ୍କ 'ସୁଇଟ୍‌ ହାର୍ଟ'ର ଗୀତ ପୁରା ସୁଇଟ୍‌, ଅଗଷ୍ଟ 18ରେ ସିନେମା ରିଲିଜ୍". Odisha News 360. 15 August 2016. Retrieved 21 August 2016.
  4. Lua error in ମଡ୍ୟୁଲ:Citation/CS1/Date_validation at line 231: attempt to compare number with nil.
  5. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  6. "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 6 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  7. "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍‌ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.