ଲୀଳା ଦୁଲାଳୀ
ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ଲୀଳା ଦୁଲାଳି ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।
ଲୀଳା ଦୁଲାଳୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୩୮ ପାର୍ବତୀପୁରମ, ଆନ୍ଧ୍ର ପ୍ରଦେଶ |
ମୃତ୍ୟୁ | ୩ ମଇ ୨୦୦୫ |
ଜାତୀୟତା | ![]() |
ଜୀବିକା | ସିନେମା ଅଭିନେତ୍ରୀ |
କାର୍ଯ୍ୟକାଳ | ୧୯୫୬-୧୯୮୫ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ଲୀଳା ଦୁଲାଳୀ ୧୯୩୮ମସିହାରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ।
ଓଡ଼ିଆ କଥାଚିତ୍ରରେ ଅବଦାନସମ୍ପାଦନ କରନ୍ତୁ
୧୯୫୬ ମସିହାରେ ଭାଇ ଭାଇ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଲୀଳା, ୧୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
କାବେରୀ | ୧୯୮୩ | ରବି କିନ୍ନାଗୀ |
ଗୌରୀ | ୧୯୭୯ | ପ୍ରଶାନ୍ତ ନନ୍ଦ |
ବନ୍ଧୁ ମହାନ୍ତି | ୧୯୭୭ | ନିତାଇ ପାଲିତ |
ବନ୍ଧନ | ୧୯୬୯ | ନିତାଇ ପାଲିତ |
କିଏ କାହାର | ୧୯୬୮ | ନିତାଇ ପାଲିତ |
ସାଧନା | ୧୯୬୪ | ପ୍ରଭାତ ମୂଖାର୍ଜୀ |
ଭାଇ ଭାଇ | ୧୯୫୬ | ନିତାଇ ପାଲିତ |
ପୁରସ୍କାରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଲୀଳା ଦୁଲାଳୀ (ଇଣ୍ଟରନେଟ ମୁଭି ଡାଟାବେସରେ)