ସନ୍ଧ୍ୟା ତାରା

୧୯୭୭ର ଓଡ଼ିଆ କଥାଚିତ୍ର

ସନ୍ଧ୍ୟା ତାରା, ୧୯୭୭ ମସିହାର ଏକ ଓଡ଼ିଆ କଥାଚିତ୍ର । ଜଣାଶୁଣା ନାଟ୍ୟକାର ଚିନ୍ତାମଣି ଜେନା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଗୋପାଳ ଘୋଷ । ସଙ୍ଗୀତକାର ବାସୁଦେବ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟି ମୁକ୍ତିଲାଭ କରିପାରିନଥିଲା ।[୨]

ସନ୍ଧ୍ୟା ତାରା
ନିର୍ଦ୍ଦେଶକଗୋପାଳ ଘୋଷ
କାହାଣୀଚିନ୍ତାମଣି ଜେନା
କଳାକାରସାମୁଏଲ ସାହୁ
ସୁଜାତା ଆନନ୍ଦ
ନିହାରିକା ସାହୁ
ଅଜିତ ଦାସ
ସଙ୍ଗୀତବାସୁଦେବ ରଥ
ମୁକ୍ତିଲାଭ ତାରିଖ
୧୯୭୭
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୧୦,୨୫,୦୦୦

ବାବି, ସୁଜାତା ଆନନ୍ଦ, ନିହାରିକା, ଅଜିତ ଦାସ, ହେମନ୍ତ ଦାସ, ଜୟା ବି. ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ଗୀତିକାର ଶିବବ୍ରତ ଦାସ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଆଶା ଭୋସଲେ, ମହେନ୍ଦ୍ର କପୁର, ଅମିତ କୁମାର, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଝରୁଛି ଏଇ ରାତି" 
2."ମୋତେ ଯିଏ ଯାହା କ‌ହୁ" 
3."ମୁଁ ଯାଇଚି" 
4."ଆହା ନାଚେରା" 

ଆଧାରସମ୍ପାଦନ କରନ୍ତୁ

  1. "Playwright Chintamani Jena no more | Sambad English". Sambad English (in English). Bhubaneswar: sambadenglish.com. 4 July 2017. Archived from the original on 15 September 2020. Retrieved 15 September 2020.{{cite news}}: CS1 maint: unrecognized language (link)
  2. "Ollywood's Tansen Unplugged". Mycitylinks (in English). Bhubaneswar. 24 November 2017. Archived from the original on 15 September 2020. Retrieved 15 September 2020.{{cite news}}: CS1 maint: unrecognized language (link)
  3. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.

ବାହାର ଆଧାରସମ୍ପାଦନ କରନ୍ତୁ