ସନ୍ତାନ
୧୯୯୮ର ଓଡ଼ିଆ କଥାଚିତ୍ର
ସନ୍ତାନ ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।
ସନ୍ତାନ | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସିନ |
ପ୍ରଯୋଜକ | କେଶବ ରାଉତ |
ଚିତ୍ରନାଟ୍ୟ | ମହମ୍ମଦ ମହସିନ |
କାହାଣୀ | ପ୍ରମିଳା ରାଉତ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଦେବୁ ବୋଷ, ରଚନା ବାନାର୍ଜୀ, ଅପରାଜିତା ମହାନ୍ତି |
ଚିତ୍ରଗ୍ରହଣ | ଦିଲ୍ଲିପ ଦତ୍ତ |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୧୯୯୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ଅଭିନୟସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ସନ୍ତାନ