ରଙ୍ଗ ବରଷିବ ଟୁପୁରୁ ଟୁପୁରୁ
ରଙ୍ଗ ବରଷିବ ଟୁପୁରୁ ଟୁପୁରୁ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଶାନ୍ତ କୁମାର ବେହେରା ଏବଂ ବି.ଏଲ୍.ଏନ୍. ସୁବୁଦ୍ଧି । ଜିତେନ୍ଦ୍ରନାଥ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।
ରଙ୍ଗ ବରଷିବ ଟୁପୁରୁ ଟୁପୁରୁ | |
---|---|
ନିର୍ଦ୍ଦେଶକ | ଜିତେନ୍ଦ୍ର ମହାପାତ୍ର |
ପ୍ରଯୋଜକ | ସୁଶାନ୍ତ କୁମାର ବେହେରା ବି.ଏଲ୍.ଏନ୍. ସୁବୁଦ୍ଧି |
ସଂଳାପ | ଜିତେନ୍ଦ୍ର ମହାପାତ୍ର |
ଚିତ୍ରନାଟ୍ୟ | ଜିତେନ୍ଦ୍ର ମହାପାତ୍ର |
କାହାଣୀ | ଜିତେନ୍ଦ୍ର ମହାପାତ୍ର |
କଳାକାର | ସୁଶ୍ରୀ ରଥ ତାପସ ବେହେରା ହର ରଥ ମିହିର ଦାସ ଅପରାଜିତା ମହାନ୍ତି ଅଶ୍ରୁମୋଚନ ମହାନ୍ତି ବିଜୁ ବଡ଼ଜେନା |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | ବୁବେଇ ବବି ଇସ୍ଲାମ୍ |
ମୁକ୍ତିଲାଭ ତାରିଖ | ୨ ଅଗଷ୍ଟ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତାପସ ବେହେରା ଓ ସୁଶ୍ରୀ ରଥ ।[୩] ହର ରଥ, ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ବିଜୁ ବଡ଼ଜେନା, ମୟଙ୍କ, କିଶୋର, ମାନସୀ, ସରୋଜ ଦାସ ଆଦି ବିଭିନ୍ନ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]
ଅଭିନୟ
ସମ୍ପାଦନା- ସୁଶ୍ରୀ ରଥ
- ତାପସ ବେହେରା
- ହର ରଥ
- ମିହିର ଦାସ
- ଅପରାଜିତା ମହାନ୍ତି
- ଅଶ୍ରୁମୋଚନ ମହାନ୍ତି
- ବିଜୁ ବଡ଼ଜେନା
- ମୟଙ୍କ
- କିଶୋର
- ମାନସୀ
- ସରୋଜ ଦାସ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି ।[୨] ଗୀତିକାର ଶ୍ରୀକାନ୍ତ ଗୌତମ ଓ ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ସତ୍ୟଜିତ ପ୍ରଧାନ, ଶୁଭମ, ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ, ଲଳିତା ଭଞ୍ଜ, ଅନ୍ତରା ଚକ୍ରବର୍ତ୍ତୀ, ଚାମେଲି ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ରିଲିଜ ହେଲା ଆଗାମୀ ଓଲିଉଡ ଫିଲ୍ମ 'ରଙ୍ଗ ବରଷିବ ଟୁପୁରୁ ଟୁପୁରୁ'ର ପ୍ରଥମ ଟ୍ରେଲର, ଦେଖନ୍ତୁ | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2019-07-23. Retrieved 2019-08-18.
- ↑ ୨.୦ ୨.୧ ୨.୨ ୨.୩ "ଚଳିତ ମାସ ୨୬ରେ ପରଦା ଉପରକୁ ଆସୁଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀ 'ରଙ୍ଗ ବରଷିବ ଟୁପୁରୁ ଟୁପୁରୁ'". NEWS TODAY TV (in ଆମେରିକୀୟ ଇଂରାଜୀ). 2019-07-25. Archived from the original on 2019-08-31. Retrieved 2019-08-18.
- ↑ "ସୁଶ୍ରୀଙ୍କ ନୂଆ ସିନେମା 'ରଙ୍ଗ ବରଷିବ ଟୁପୁରୁ ଟାପୁରୁ' – ସତ୍ଯର ସ୍ବର ନିର୍ଭୟ" (in ଆମେରିକୀୟ ଇଂରାଜୀ). Retrieved 2019-08-18.[permanent dead link]
- ↑ Dharitri (2019-07-25). "ରଙ୍ଗ ବରଷିବ ଟୁପୁରୁ ଟୁପୁରୁ - Dharitri" (in ଆମେରିକୀୟ ଇଂରାଜୀ). Retrieved 2019-08-18.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରଙ୍ଗ ବରଷିବ ଟୁପୁରୁ ଟୁପୁରୁ