ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳ

ମୋହନ ଚରଣ ମଝୀ ମନ୍ତ୍ରୀମଣ୍ଡଳ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପରେ ଗଢ଼ାଯାଇଥିବା ଓଡ଼ିଶା ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରୀମଣ୍ଡଳର ତାଲିକା । ଜୁନ ୪ ତାରିଖରେ, ଏହି ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା, ଯାହାର ଆଧାରରେ ୧୭ଶ ଓଡ଼ିଶା ବିଧାନ ସଭା ଗଠନ ହୋଇଥିଲା ।[୧]

ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳ

୩୧ତମ ମନ୍ତ୍ରୀମଣ୍ଡଳ of ଓଡ଼ିଶା
ମାଝୀ ମନ୍ତ୍ରୀମଣ୍ଡଳ
ମନ୍ତ୍ରୀମଣ୍ଡଳ ସହିତ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳ
ଗଠନ ଦିନ୧୨ ଜୁନ ୨୦୨୪
ସଦସ୍ୟଗଣ
ରାଜ୍ୟପାଳରଘୁବର ଦାସ
ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ
ଉପ-ମୁଖ୍ୟମନ୍ତ୍ରୀକନକ ବର୍ଦ୍ଧନ ସିଂହ ଦେଓ
ପ୍ରଭାତୀ ପରିଡ଼ା
ମନ୍ତ୍ରୀମାନଙ୍କ ସଂଖ୍ୟା୧୬
ସମୁଦାୟ ସଦସ୍ୟ ସଂଖ୍ୟା୧୬
(ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ)
ସଦସ୍ୟ ଦଳ  ଭାଜପା
ବିଧାନ ସଭାର ସ୍ଥିତିବିଧାନ ସଭା
୮୧ / ୧୪୭
ବିରୋଧୀଦଳ ନେତାନବୀନ ପଟ୍ଟନାୟକ
  ବିଜଦ
(ଓଡ଼ିଶା ବିଧାନ ସଭା)
ଇତିହାସ
ନିର୍ବାଚନ(ଗୁଡ଼ିକ)୨୦୨୪
କାର୍ଯ୍ୟକାଳ୪ ଦିନ
ପୂର୍ବ ମନ୍ତ୍ରୀମଣ୍ଡଳନବୀନ ପଟ୍ଟନାୟକଙ୍କ ୫ମ ମନ୍ତ୍ରୀମଣ୍ଡଳ

ମନ୍ତ୍ରୀମଣ୍ଡଳ

ସମ୍ପାଦନା

୧୨ ଜୁନ ୨୦୨୪ରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇ ଉପ-ମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ ରଘୁବର ଦାସ ଶପଥପାଠ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ୧୦ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଏହି ସଭାରେ ଉପସ୍ଥିତ ଥିଲେ ।[୨][୩]

କ୍ୟାବିନେଟ ମନ୍ତ୍ରୀ

ସମ୍ପାଦନା
ଅଫିସ୍ ମନ୍ତ୍ରୀ ଆରମ୍ଭ ଦିନ ଶେଷ ଶେଷ ଦଳ
ମୁଖ୍ୟମନ୍ତ୍ରୀ
୧.ଗୃହ
୨.ସାଧାରଣ ପ୍ରଶାସନ ଓ ଅଭିଯୋଗ
୩.ଅର୍ଥ
୪.ସୂଚନା ଏବଂ ଲୋକସମ୍ପର୍କ
୫.ଜଳ ସମ୍ପଦ
୬.ଯୋଜନା ଓ ସମନ୍ୱୟ
ଏବଂ ଆବଣ୍ଟନ ହୋଇନଥିବା ସମସ୍ତ ବିଭାଗ
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
ଉପ-ମୁଖ୍ୟମନ୍ତ୍ରୀଗଣ
ଉପ-ମୁଖ୍ୟମନ୍ତ୍ରୀ
୭.କୃଷି ଓ କୃଷକ ସଶକ୍ତିକରଣ
୮.ଶକ୍ତି
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
ଉପ-ମୁଖ୍ୟମନ୍ତ୍ରୀ
୯.ମହିଳା ଓ ଶିଶୁ ବିକାଶ
୧୦.ମିଶନ ଶକ୍ତି
୧୧.ପର୍ଯ୍ୟଟନ
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
କ୍ୟାବିନେଟ ମନ୍ତ୍ରୀଗଣ
୧୨.ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୧୩.ଗ୍ରାମ୍ୟ ଉନ୍ନୟନ
୧୪.ପଞ୍ଚାୟତି ରାଜ
୧୫.ପାନୀୟ ଜଳ
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୧୬.ବିଦ୍ୟାଳୟ ଓ ଗଣଶିକ୍ଷା
୧୭.ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ
୧୮.ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ
୧୯.ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୨୦.ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
୨୧.ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୨୨.ଆଇନ
୨୩.ଅବକାରୀ
୨୪.ପୂର୍ତ୍ତ
ପୃଥ୍ୱୀରାଜ ହରିଚନ୍ଦନ
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୨୫.ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
୨୬.ସଂସଦୀୟ ବ୍ୟାପାର
୨୭.ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୨୮. ବାଣିଜ୍ୟ ଓ ପରିବହନ
୨୯. ଇସ୍ପାତ ଓ ଖଣି
ବିଭୂତି ଭୂଷଣ ଜେନା
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୩୦. ଗୃହ ନିର୍ମାଣ ଓ ନଗର ଉନ୍ନୟନ
୩୧.ସାର୍ବଜନୀନ ଉଦ୍ୟୋଗ
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)

ସମ୍ପାଦନା
ଅଫିସ୍ ମନ୍ତ୍ରୀ ଆରମ୍ଭ ଦିନ ଶେଷ ଶେଷ ଦଳ
୩୨. ଜଙ୍ଗଲ
ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ
୩୩.ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୩୪.ଉଚ୍ଚଶିକ୍ଷା
୩୫.କ୍ରୀଡା ଓ ଯୁବସେବା
୩୬. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୩୭. ସମବାୟ
୩୮.ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୩୯. ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ
୪୦.ସୂକ୍ଷ୍ମ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
୪୧.ଶିଳ୍ପ
୪୨.ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
୧୨ ଜୁନ ୨୦୨୪ଏବେଯାଏଁ ଭାରତୀୟ ଜନତା ପାର୍ଟି
  1. "Mohan Charan Majhi Cabinet in Odisha: Full list of BJP ministers who took oath today". www.indiatvnews.com. 2024-06-12.
  2. "Highlights: BJP Tribal Leader, 4-Time MLA Mohan Majhi Sworn In As Odisha Chief Minister". NDTV.com. Retrieved 2024-06-13.
  3. Barik, Satyasundar (2024-06-12). "Mohan Charan Majhi sworn in as Odisha's first BJP Chief Minister". The Hindu (in Indian English). ISSN 0971-751X. Retrieved 2024-06-13.